ବାଏ ବାଏ ପସ୍କୋ: ଜମି ରଦ୍ଦ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଦେଶରେ ସର୍ବବୃହତ ପୁଞ୍ଜିନିବେଶ ପାଇଁ ପସ୍କୋ କରିଥିବା ଉଦ୍ୟମରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। କମ୍ପାନୀକୁ ଦିଆଯାଇଥିବା ଜମିକୁ ଆଜି ରାଜ୍ୟ ସରକାର ରଦ୍ଦ କରିଛନ୍ତି। ଏ ସଂପର୍କରେ ଇଡକୋ କର୍ତ୍ତୃପକ୍ଷ ପସ୍କୋକୁ ଚିଠି ଲେଖି ଅବଗତ କରି ଦେଇଛନ୍ତି। ଅନ୍ୟପକ୍ଷରେ ସମାନ ଜାଗାରେ ଜେଏସଡବ୍ଲ୍ୟୁ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଆଗ୍ରହ ପ୍ରକାଶ କରିଛି। ଶେଷରେ ରାଜ୍ୟ ସରକାର ପସ୍କୋକୁ ବାଏ ବାଏ କହିଛନ୍ତି। ସରକାର ଆବଣ୍ଟନ କରିଥିବା ଜମିକୁ ଆଜି ରଦ୍ଦ କରିଛନ୍ତି। ପୋସ୍କକୁ ରାଜ୍ୟ […]

POSCO

POSCO

Rakesh Mallick
  • Published: Saturday, 29 April 2017
  • Updated: 29 April 2017, 09:13 PM IST

Sports

Latest News

ଭୁବନେଶ୍ୱର: ଦେଶରେ ସର୍ବବୃହତ ପୁଞ୍ଜିନିବେଶ ପାଇଁ ପସ୍କୋ କରିଥିବା ଉଦ୍ୟମରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। କମ୍ପାନୀକୁ ଦିଆଯାଇଥିବା ଜମିକୁ ଆଜି ରାଜ୍ୟ ସରକାର ରଦ୍ଦ କରିଛନ୍ତି। ଏ ସଂପର୍କରେ ଇଡକୋ କର୍ତ୍ତୃପକ୍ଷ ପସ୍କୋକୁ ଚିଠି ଲେଖି ଅବଗତ କରି ଦେଇଛନ୍ତି। ଅନ୍ୟପକ୍ଷରେ ସମାନ ଜାଗାରେ ଜେଏସଡବ୍ଲ୍ୟୁ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଆଗ୍ରହ ପ୍ରକାଶ କରିଛି।

ଶେଷରେ ରାଜ୍ୟ ସରକାର ପସ୍କୋକୁ ବାଏ ବାଏ କହିଛନ୍ତି। ସରକାର ଆବଣ୍ଟନ କରିଥିବା ଜମିକୁ ଆଜି ରଦ୍ଦ କରିଛନ୍ତି। ପୋସ୍କକୁ ରାଜ୍ୟ ସରକାର ୪ଟି  ଚିଠି ଲେଖିଛନ୍ତି। ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ଏରସମା ତହସିଲ୍ ଅଞ୍ଚଳରେ ଅଧିଗ୍ରହଣ ହୋଇଥିବା ୧୮୮୦ ଏକର ଜମି ପସ୍କୋକୁ ଦିଆଯାଇଥିଲା। ସେଥିରୁ ଅଣଜଙ୍ଗଲ ସରକାରୀ ଜମି ୫୭୮ ଏକର ଓ ଜଙ୍ଗଲ ଜମି ୧୩୦୧ ଏକର ଥିବା ଇଡକୋ ଦର୍ଶାଇଛି। ଜମି ଅଧିଗ୍ରହଣର ୩ ବର୍ଷ ପରେ ବି ନିର୍ମାଣ କାମ ଆରମ୍ଭ ନ ହେବାରୁ ନିୟମ ମୁତାବକ ଜମି ଆବଣ୍ଟନକୁ ରଦ୍ଦ କରାଯାଇଛି।

ଗତ ଫେବୃଆରୀରେ ପ୍ରକଳ୍ପ ପାଇଁ କମ୍ପାନୀ ଆଗ୍ରହୀ ନ ଥିବା ପସ୍କୋ ରାଜ୍ୟ ସରକାରଙ୍କୁ ଜଣାଇଥିଲା।

ପସ୍କୋ ଜମିକୁ ଏବେ ଲ୍ୟାଣ୍ଡ ବ୍ୟାଙ୍କରେ ରଖାଯାଇଛି। ଏଠାରେ ଷ୍ଟିଲ୍‌ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଜେଏସ୍‌ଡବ୍ଲ୍ୟୁ ଆଗ୍ରହ ପ୍ରକାଶ କରିଛି। ଏନେଇ କମ୍ପାନୀ ମୁଖ୍ୟ ସର୍ଜ୍ଜନ ଜିନ୍ଦଲ ଗତକାଲି ମୁଖ୍ୟ ଶାସନ ସଚିବଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story