୨୦ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ୍‌ କଲେଜରେ ମିଳିବ ଟେଲିମେଡିସନ୍‌ ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଟେଲି ମେଡିସିନ୍‌ ସେବା। ମହାମାରୀ ‘କରୋନା’ ଯୋଗୁଁ ସାଧାରଣ ରୋଗୀ ହସ୍ପିଟାଲ ଯାଇପାରୁନଥିବାରୁ ରାଜ୍ୟ ସରକାର ଏପରି ବ୍ୟବସ୍ଥା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଟେଲି ମେଡିସିନ୍‌ ସେବା ୩୦ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ୭ ମେଡିକାଲ କଲେଜରେ ମିଳିବ। ରାଉରକେଲା RGH, କ୍ୟାପିଟାଲ ହସ୍ପିଟାଲ, କଟକ ଶିଶୁଭବନ ଓ କ୍ୟାନ୍‌ସର ହସ୍ପିଟାଲରେ ମିଳିବ। […]

telemedicne-in-odisha

telemedicne-in-odisha

Manoranjan Sial
  • Published: Thursday, 16 July 2020
  • Updated: 16 July 2020, 08:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଟେଲି ମେଡିସିନ୍‌ ସେବା। ମହାମାରୀ ‘କରୋନା’ ଯୋଗୁଁ ସାଧାରଣ ରୋଗୀ ହସ୍ପିଟାଲ ଯାଇପାରୁନଥିବାରୁ ରାଜ୍ୟ ସରକାର ଏପରି ବ୍ୟବସ୍ଥା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଟେଲି ମେଡିସିନ୍‌ ସେବା ୩୦ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ୭ ମେଡିକାଲ କଲେଜରେ ମିଳିବ। ରାଉରକେଲା RGH, କ୍ୟାପିଟାଲ ହସ୍ପିଟାଲ, କଟକ ଶିଶୁଭବନ ଓ କ୍ୟାନ୍‌ସର ହସ୍ପିଟାଲରେ ମିଳିବ। ମେଡିକାଲ କଲେଜରେ ୨୪ ଘଣ୍ଟିଆ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସକାଳ ୮ରୁ ସନ୍ଧ୍ୟା ୫ଟା ଯାଏ ସେବା ପ୍ରଦାନ କରାଯିବ। ଟେଲି ମେଡିସିନ୍‌ ସେବା ପାଇଁ ପ୍ରତି ମେଡିକାଲକୁ ୨ ମୋବାଇଲ ଓ ସିମ୍‌କାର୍ଡ ଯୋଗାଇ ଦେଇଛି ଓକାକ୍‌।

ମହାମାରୀ ‘କରୋନା’ ଏବେ ରାଜ୍ୟରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ରୋଗୀମାନେ ମେଡିକାଲ୍‌ ଯିବାକୁ ଭୟ କରୁଛନ୍ତି। ଏପରିକି ‘କରୋନା’ ଭୟରେ ଡାକ୍ତର ମଧ୍ୟ ଠିକ୍‌ରେ ଚିକିତ୍ସା କରିପାରୁ ନାହାନ୍ତି। ଯାହାଫଳରେ ଗୁରୁତର ରୋଗୀମାନେ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ଏହା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ବିଳମ୍ୱରେ ହେଲେ ମଧ୍ୟ ଟେଲି ମେଡିସିନ୍‌ ସେବାକୁ ଆପଣାଇଛନ୍ତି। ଯାହା ରୋଗୀଙ୍କ ପାଇଁ ବହୁ ଉପାଦେୟ ହେବ ବୋଲି ଆଶା କରାଯାଉଛି।

‘କରୋନା’ ସ୍ଥିତିକୁ ଦେଖିଲେ ଆଜି ସୁଦ୍ଧା ୧୫୩୯୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୭୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୮୭୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୫୧୫ ଜଣ ‘କରୋନା’ ଆକ୍ରାନ୍ତ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୨୪ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story