ପୁଣି ହଜାରେ କୋଟି ଋଣ ଉଠାଇବେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପୁଣିଥରେ ହଜାରେ କୋଟି ଟଙ୍କାର ଋଣ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ନିଜର ଷ୍ଟକ୍ ବିକ୍ରି କରି ଏହି ଋଣ ସଂଗ୍ରହ କରିବେ। ୪ବର୍ଷ ପାଇଁ ଏହି ଋଣ ଆଣିବେ, ଯାହାକୁ ୨୦୨୩ ଫେବୃଆରୀ ୨୭ତାରିଖ ସୁଦ୍ଧା ପରିଶୋଧ କରାଯିବ। ରିଜର୍ଭ ବ୍ୟାଙ୍କ ମାଧ୍ୟମରେ […]

buject

buject

Manoranjan Sial
  • Published: Tuesday, 26 February 2019
  • Updated: 27 February 2019, 08:24 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପୁଣିଥରେ ହଜାରେ କୋଟି ଟଙ୍କାର ଋଣ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ନିଜର ଷ୍ଟକ୍ ବିକ୍ରି କରି ଏହି ଋଣ ସଂଗ୍ରହ କରିବେ। ୪ବର୍ଷ ପାଇଁ ଏହି ଋଣ ଆଣିବେ, ଯାହାକୁ ୨୦୨୩ ଫେବୃଆରୀ ୨୭ତାରିଖ ସୁଦ୍ଧା ପରିଶୋଧ କରାଯିବ।

ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ରାଜ୍ୟ ସରକାର ନିଜର ଷ୍ଟକ୍ ବିକ୍ରି କରିବେ ଓ ଆଜି ଏଥିପାଇଁ ବିଡିଂ ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ,୨୦୧୮-୧୯ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ଋଣ ବୋଝ ୯୧,୯୪୩ କୋଟି ଟଙ୍କା ହେବ ବୋଲି ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟରେ ଆକଳନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story