ଏମ୍‌ସିଏଲ୍‌କୁ ରାଜ୍ୟ ସରକାରଙ୍କ ନୋଟିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ଏମ୍‌ସିଏଲ୍‌କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ରାଜ୍ୟ ସରକାର। ବେଆଇନ କୋଇଲା ଉତ୍ତୋଳନ, ଏମ୍‌ଏମ୍‌ଡିଆର ଉଲ୍ଲ୍ଂଘନ ଏବଂ ବିନା ପରିବେଶ ମଞ୍ଜୁରୀରେ କୋଇଲା ଉତ୍ପାଦନ ଅଭିଯୋଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। କମ୍ପାନୀର ୨୭ଟି ଖଣି ପାଇଁ ୨୦ ହଜାର କୋଟି ଟଙ୍କାର ଫାଇନ୍ ନେଇ ନୋଟିସ୍‌ରେ ଉଲ୍ଲେଖ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଡିଡିଏମ୍‌ମାନେ ଏହି ନୋଟିସ୍ […]

mcl

Rakesh Mallick
  • Published: Wednesday, 01 November 2017
  • , Updated: 01 November 2017, 09:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ଏମ୍‌ସିଏଲ୍‌କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ରାଜ୍ୟ ସରକାର। ବେଆଇନ କୋଇଲା ଉତ୍ତୋଳନ, ଏମ୍‌ଏମ୍‌ଡିଆର ଉଲ୍ଲ୍ଂଘନ ଏବଂ ବିନା ପରିବେଶ ମଞ୍ଜୁରୀରେ କୋଇଲା ଉତ୍ପାଦନ ଅଭିଯୋଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

କମ୍ପାନୀର ୨୭ଟି ଖଣି ପାଇଁ ୨୦ ହଜାର କୋଟି ଟଙ୍କାର ଫାଇନ୍ ନେଇ ନୋଟିସ୍‌ରେ ଉଲ୍ଲେଖ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଡିଡିଏମ୍‌ମାନେ ଏହି ନୋଟିସ୍ ଜାରି କରିଛନ୍ତି। ନଭେମ୍ବର ୩୦ ସୁଦ୍ଧା ଏମ୍‌ସିଏଲ୍‌ ଅଧିକାରୀଙ୍କୁ ପକ୍ଷ ରଖିବାକୁ କୁହାଯାଇଛି।

Related story