ବଜେଟ ପୂର୍ବରୁ ମତାମତ ମାଗିଲେ ରାଜ୍ୟ ସରକାର, କେମିତି ପଠାଇବେ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):୨୦୨୨-୨୩ ବର୍ଷ ପାଇଁ ବଜେଟ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ବଜେଟ୍‌ ପ୍ରସ୍ତୁତି ପୂର୍ବରୁ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି ରାଜ୍ୟ ସରକାର। ସୋଶାଲ ମିଡ଼ିଆ ଟ୍ୱିଟ୍‌ର, ଫେସବୁକ, ହ୍ୱାଟ୍‌ଆପ୍‌ ଓ ଇ-ମେଲ୍‌ ଭଳି ସାମାଜିକ ଗଣମାଧ୍ୟମ ମାଧ୍ୟମରେ ମତାମତ ଆହ୍ୱାନ କରାଯାଇଛି। ନାଗରିକମାନେ ଜାନୁଆରୀ ୧ରୁ ୩୧ ତାରିଖ ଭିତରେ ନିଜର ମତାମତ ପଠାଇପାରିବେ।  ସବିଶେଷ ପ୍ରେସ୍ ବିବୃତି | ଅର୍ଥ ବିଭାଗ, ଓଡ଼ିଶା pic.twitter.com/ux7rwuIND7 — I & PR Department, Odisha […]

budget1

budget1

Manoranjan Sial
  • Published: Saturday, 01 January 2022
  • Updated: 01 January 2022, 08:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):୨୦୨୨-୨୩ ବର୍ଷ ପାଇଁ ବଜେଟ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ବଜେଟ୍‌ ପ୍ରସ୍ତୁତି ପୂର୍ବରୁ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି ରାଜ୍ୟ ସରକାର। ସୋଶାଲ ମିଡ଼ିଆ ଟ୍ୱିଟ୍‌ର, ଫେସବୁକ, ହ୍ୱାଟ୍‌ଆପ୍‌ ଓ ଇ-ମେଲ୍‌ ଭଳି ସାମାଜିକ ଗଣମାଧ୍ୟମ ମାଧ୍ୟମରେ ମତାମତ ଆହ୍ୱାନ କରାଯାଇଛି। ନାଗରିକମାନେ ଜାନୁଆରୀ ୧ରୁ ୩୧ ତାରିଖ ଭିତରେ ନିଜର ମତାମତ ପଠାଇପାରିବେ। 

https://twitter.com/IPR_Odisha/status/1477231459236659200?s=20

୨୦୨୨-୨୩ ବର୍ଷର ବଜେଟ ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ପରାମର୍ଶ ଆହ୍ୱାନ କରିଛନ୍ତି। ଯାହାକି ୱେବ୍‌ ପୋର୍ଟାଲ୍‌ https://budget.odisha.gov.in/ରେ ଉପଲବ୍ଧ ରହିବ। ଏହି ପରାମର୍ଶ ଗୁଡ଼ିକ ଇ-ମେଲ୍‌ ଦ୍ୱାରା odisha.budget@gov.in ଠିକଣାରେ ପଠାଇ ପାରିବେ। ଏହାଛଡ଼ା ବଜେଟ୍‌ ସମ୍ୱନ୍ଧୀୟ ମତାମତ ହ୍ୱାଟ୍ସଆପ୍‌ ମୋବାଇଲ ନମ୍ୱର (+୯୧) ୯୪୩୮୧୬୧୧୧୧, ସୋଶାଲ୍‌ ମିଡ଼ିଆ Twitter(FdOdisha) ଓ Facebook(@FinanceOdisha)ରେ ଜନସାଧାରଣ ପଠାଇ ପାରିବେ। ୨୦୨୨ ଜାନୁଆରୀ ୧ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ।

https://twitter.com/IPR_Odisha/status/1477231362645975042?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story