କୁନ୍ଦୁଲି ମାମଲାରେ ଏସ୍‌ସି କମିଶନଙ୍କ ନିକଟରେ ହାଜର ହେଲେ ଗୃହ ସଚିବ ଓ ଡିଜିପି

<p>ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମଓ ଆତ୍ମହତ୍ୟା ମାମଲାରେ ଜାତୀୟ ଏସ୍&zwnj;ସି କମିଶନଙ୍କ ନିକଟରେ ଆଜି ଶୁଣାଣି ହୋଇଛି। ନଆଜିଲ୍ଲୀରେ ହୋଇଥିବା ଶୁଣାଣିରେ କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ରାଜ୍ୟ ଗୃହ ସଚିବ ଅସିତ ତ୍ରିପାଠୀ ଓ&nbsp; ଡିଜିପି ଆର.ପି ଶର୍ମା। ସେହିପରି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, କୋରାପୁଟ ଜିଲ୍ଲାପାଳ, ଏସ୍&zwnj;ପିଙ୍କ ସହ କ୍ରାଇମବ୍ରାଞ୍ଚ ଏସ୍&zwnj;ପି ମଧ୍ୟ ହାଜର ହୋଇଥିଲେ।</p> <p>କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ କମିଶନଙ୍କ ନିକଟରେ ପିଟିସନ ଫାଇଲ କରିଥିଲେ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ଆବେଦନକାରୀଙ୍କ ପିଟିସନ ଆଧାରରେ କମିଶନ ସମସ୍ତଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ମୁଖ୍ୟ ଶାସନ ସଚିବଙ୍କୁ ଛାଡି ଅନ୍ୟ ସମସ୍ତେ ଆଜି କମିଶନଙ୍କ ନିକଟରେ ହାଜର ହୋଇଥିଲେ। ତେବେ ଯାଞ୍ଚ ଶୀଘ୍ର ସାରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଥିବା ଏହାର&nbsp; ସଦସ୍ୟ କହିଛନ୍ତି। ସେପଟେ ପିଟିସନର କୃଷ୍ଣଚନ୍ଦ୍ର ଶଗରିଆ ସିବିଆଇ ତଦନ୍ତ ପାଇଁ ଆୟୋଗଙ୍କ ନିକଟରେ ଦାବି କରିଛନ୍ତି।</p>

Ordigital Desk
  • Published: Tuesday, 08 May 2018
  • Updated: 08 May 2018, 05:05 PM IST
<p>ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମଓ ଆତ୍ମହତ୍ୟା ମାମଲାରେ ଜାତୀୟ ଏସ୍&zwnj;ସି କମିଶନଙ୍କ ନିକଟରେ ଆଜି ଶୁଣାଣି ହୋଇଛି। ନଆଜିଲ୍ଲୀରେ ହୋଇଥିବା ଶୁଣାଣିରେ କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ରାଜ୍ୟ ଗୃହ ସଚିବ ଅସିତ ତ୍ରିପାଠୀ ଓ&nbsp; ଡିଜିପି ଆର.ପି ଶର୍ମା। ସେହିପରି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, କୋରାପୁଟ ଜିଲ୍ଲାପାଳ, ଏସ୍&zwnj;ପିଙ୍କ ସହ କ୍ରାଇମବ୍ରାଞ୍ଚ ଏସ୍&zwnj;ପି ମଧ୍ୟ ହାଜର ହୋଇଥିଲେ।</p><p>କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ କମିଶନଙ୍କ ନିକଟରେ ପିଟିସନ ଫାଇଲ କରିଥିଲେ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ଆବେଦନକାରୀଙ୍କ ପିଟିସନ ଆଧାରରେ କମିଶନ ସମସ୍ତଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ମୁଖ୍ୟ ଶାସନ ସଚିବଙ୍କୁ ଛାଡି ଅନ୍ୟ ସମସ୍ତେ ଆଜି କମିଶନଙ୍କ ନିକଟରେ ହାଜର ହୋଇଥିଲେ। ତେବେ ଯାଞ୍ଚ ଶୀଘ୍ର ସାରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଥିବା ଏହାର&nbsp; ସଦସ୍ୟ କହିଛନ୍ତି। ସେପଟେ ପିଟିସନର କୃଷ୍ଣଚନ୍ଦ୍ର ଶଗରିଆ ସିବିଆଇ ତଦନ୍ତ ପାଇଁ ଆୟୋଗଙ୍କ ନିକଟରେ ଦାବି କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos