ବିଧାନସଭାରେ ବସ୍ତିବାସିନ୍ଦାଙ୍କ ଜମି ଅଧିକାର ବିଲ୍‌ ପାରିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପାଇଁ ସରକାର ପ୍ରସ୍ତୁତ କରିଥିବା ବିଲ୍‌ ବିଧାନସଭାରେ ପାରିତ ହୋଇଛି। ବିଲ୍‌ରେ ଥିବା ବ୍ୟବସ୍ଥା ଅନୁସାରେ ଏଣିକି ସହରର ଗରିବ ଲୋକଙ୍କୁ ସରକାର ଘୋଷଣା ଅନୁସାରେ ଘର ପାଇଁ ଜମିର ଅଧିକାର ଯୋଗାଇ ଦେବେ। ପୂର୍ବରୁ ଏ ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇ ଥିଲା। ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ବିଲ୍‌ ସମେତ ଆଜି ବିଧାନସଭାରେ ପାରିତ ହୋଇଛି ୪ ବିଲ୍‌। ଏଥିରେ ରହିଛି ଓଡ଼ିଶା ବିକ୍ରିକର […]

Land

Rakesh Mallick
  • Published: Wednesday, 13 September 2017
  • , Updated: 13 September 2017, 10:32 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପାଇଁ ସରକାର ପ୍ରସ୍ତୁତ କରିଥିବା ବିଲ୍‌ ବିଧାନସଭାରେ ପାରିତ ହୋଇଛି। ବିଲ୍‌ରେ ଥିବା ବ୍ୟବସ୍ଥା ଅନୁସାରେ ଏଣିକି ସହରର ଗରିବ ଲୋକଙ୍କୁ ସରକାର ଘୋଷଣା ଅନୁସାରେ ଘର ପାଇଁ ଜମିର ଅଧିକାର ଯୋଗାଇ ଦେବେ। ପୂର୍ବରୁ ଏ ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇ ଥିଲା।

ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ବିଲ୍‌ ସମେତ ଆଜି ବିଧାନସଭାରେ ପାରିତ ହୋଇଛି ୪ ବିଲ୍‌। ଏଥିରେ ରହିଛି ଓଡ଼ିଶା ବିକ୍ରିକର ସଂଶୋଧନ ବିଲ୍‌, ଓଡ଼ିଶା ମୋଟରଯାନ କର ଧାର୍ଯ୍ୟକରଣ ସଂଶୋଧନ ବିଲ୍‌ ପାରିତ ହୋଇଛି।

ଅଧିକ ପଢ଼ନ୍ତୁ: ଭୋଟ୍‌ ଖଣ୍ଡିଏ ପାଇଁ ବିକଳ ସରକାର: ମାଲାମାଲ୍‌ ହେବେ ବସ୍ତି ବାସିନ୍ଦା, ମାଗଣାରେ ପାଇବେ ଜମି ଓ ଘର

Related story