ଓଡ଼ିଶାରେ ଆମେରିକା ନାଗରିକଙ୍କ ସୁରକ୍ଷା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଆମେରିକା ନାଗରିକଙ୍କ ସୁରକ୍ଷା ଚିନ୍ତା। ଏ ନେଇ ହାଇଦ୍ରାବାଦ ସ୍ଥିତ ଆମେରିକାର କନ୍‌ସୁଲେଟ୍‌ ଜେନେରାଲ ମିସ୍‌ କାଥେରିନ୍‌ ବି. ହାଦା ଆଜି ପୋଲିସ୍‌ ମହାନିର୍ଦ୍ଦେଶକ କେ.ବି ସିଂହ ଓ ପୋଲିସ କମିଶନ ୱାଇ.ବି. ଖୁରାନିଆଙ୍କ ସହିତ ଆଲୋଚନା କରିଛନ୍ତି । ଓଡ଼ିଶାରେ ମାନବ ଚାଲାଣ, ସାଇବର କ୍ରାଇମ୍‌ ଓ ନକ୍ସଲଙ୍କ ଧମକ ଆଦି ପ୍ରସଙ୍ଗରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏପରି ସ୍ଥିତିରେ ଆମେରିକାର ନାଗରିକମାନଙ୍କୁ କିପରି ସୁରକ୍ଷା ଯୋଗାଇ ଦେଇ ହେବ […]

hydrabad

Rakesh Mallick
  • Published: Thursday, 19 January 2017
  • , Updated: 19 January 2017, 09:25 PM IST

ଭୁବନେଶ୍ୱର: ଓଡ଼ିଶାରେ ଆମେରିକା ନାଗରିକଙ୍କ ସୁରକ୍ଷା ଚିନ୍ତା। ଏ ନେଇ ହାଇଦ୍ରାବାଦ ସ୍ଥିତ ଆମେରିକାର କନ୍‌ସୁଲେଟ୍‌ ଜେନେରାଲ ମିସ୍‌ କାଥେରିନ୍‌ ବି. ହାଦା ଆଜି ପୋଲିସ୍‌ ମହାନିର୍ଦ୍ଦେଶକ କେ.ବି ସିଂହ ଓ ପୋଲିସ କମିଶନ ୱାଇ.ବି. ଖୁରାନିଆଙ୍କ ସହିତ ଆଲୋଚନା କରିଛନ୍ତି ।

ଓଡ଼ିଶାରେ ମାନବ ଚାଲାଣ, ସାଇବର କ୍ରାଇମ୍‌ ଓ ନକ୍ସଲଙ୍କ ଧମକ ଆଦି ପ୍ରସଙ୍ଗରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏପରି ସ୍ଥିତିରେ ଆମେରିକାର ନାଗରିକମାନଙ୍କୁ କିପରି ସୁରକ୍ଷା ଯୋଗାଇ ଦେଇ ହେବ ସେ ସମ୍ପର୍କରେ ହାଦା ଆଲୋଚନା କରିଥିଲେ।

Related story