ସୋସିଆଲ ମିଡିଆରେ ଯୋଡ଼ି ହେବ ଓଡ଼ିଶା ପୋଲିସ୍‌: ଖୋଲିବ ଫେସ୍‌ବୁକ୍‌ ଓ ଟୁଇଟର

ଭୁବନେଶ୍ୱର: ସୋସିଆଲ୍‌ ମିଡିଆରେ ଯୋଡ଼ି ହେବ ଓଡ଼ିଶା ପୋଲିସ। ସବୁ ଜିଲ୍ଲା ଓ ପୋଲିସ୍‌ ରେଞ୍ଜ ନାଁରେ ଖୋଲାଯିବ ଫେସ୍‌ବୁକ୍‌ ଓ ଟୁଇଟର ଆକାଉଣ୍ଟ। ଏନେଇ ଆଜି ସମସ୍ତ ରେଞ୍ଜ ଆଇଜି, ଡିଆଇଜି ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି କେବି ସିଂହଦେଓ। ସେ କହିଛନ୍ତି,“ସୋସିଆଲ ମିଡ଼ିଆରେ ଯୋଡି ହେବା ପାଇଁ ଖୋଲାଯାଇଥିବା ଫେସ୍‌ବୁକ୍‌ ଓ ଟୁଇଟର ଆକାଉଣ୍ଟ ଗୁଡ଼ିକ ମୁଖ୍ୟମନ୍ତ୍ରୀ ଓ ପୋଲିସ ମୁଖ୍ୟାଳୟ ସହିତ ସଂଯୋଗ ହେବ। ତେଣୁ ସୋସିଆଲ ମିଡିଆରେ ଆସୁଥିବା ଟିପ୍ପଣୀ ଗୁଡ଼ିକ […]

odisha police

Rakesh Mallick
  • Published: Tuesday, 04 April 2017
  • , Updated: 04 April 2017, 06:45 PM IST

ଭୁବନେଶ୍ୱର: ସୋସିଆଲ୍‌ ମିଡିଆରେ ଯୋଡ଼ି ହେବ ଓଡ଼ିଶା ପୋଲିସ। ସବୁ ଜିଲ୍ଲା ଓ ପୋଲିସ୍‌ ରେଞ୍ଜ ନାଁରେ ଖୋଲାଯିବ ଫେସ୍‌ବୁକ୍‌ ଓ ଟୁଇଟର ଆକାଉଣ୍ଟ। ଏନେଇ ଆଜି ସମସ୍ତ ରେଞ୍ଜ ଆଇଜି, ଡିଆଇଜି ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି କେବି ସିଂହଦେଓ।

ସେ କହିଛନ୍ତି,“ସୋସିଆଲ ମିଡ଼ିଆରେ ଯୋଡି ହେବା ପାଇଁ ଖୋଲାଯାଇଥିବା ଫେସ୍‌ବୁକ୍‌ ଓ ଟୁଇଟର ଆକାଉଣ୍ଟ ଗୁଡ଼ିକ ମୁଖ୍ୟମନ୍ତ୍ରୀ ଓ ପୋଲିସ ମୁଖ୍ୟାଳୟ ସହିତ ସଂଯୋଗ ହେବ। ତେଣୁ ସୋସିଆଲ ମିଡିଆରେ ଆସୁଥିବା ଟିପ୍ପଣୀ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ରି-ଟୁଇଟ୍‌ କରାଯିବ। ଫଳରେ ସାଧାରଣ ଲୋକଙ୍କ ଅଭିଯୋଗର ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ।”

Related story