ମଙ୍ଗଳବାର ହେବନି OCS ମେନ୍‌ ପରୀକ୍ଷା, କେଉଁଦିନ ହେବ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅର୍ଥାତ ମଙ୍ଗଳବାର OCS ମେନ୍‌ ପରୀକ୍ଷା ହେବାର ଥିଲା। ହେଲେ ଚାଷୀଙ୍କ ଆନ୍ଦୋଳନ ଓ ଭାରତ ବନ୍ଦ ଡାକରା ଯୋଗୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଓଡ଼ିଶା ଲୋକସେବା ଆୟୋଗ (OPSC) ପରୀକ୍ଷାକୁ ଘୁଞ୍ଚାଇଛନ୍ତି। ମଙ୍ଗଳବାର ହେବାକୁ ଥିବା ପରୀକ୍ଷା ଜାନୁଆରୀ ୨ ତାରିଖରେ ହେବ। ମଙ୍ଗଳବାର ଯେଉଁଠି ଯେଉଁ ସମୟରେ ପରୀକ୍ଷା ହୋଇଥାନ୍ତା, ଜାନୁଆରୀ ୨ ତାରିଖରେ ସେଇଠି ହିଁ ପରୀକ୍ଷା ହେବ ବୋଲି OPSC ବିଜ୍ଞପ୍ତି […]

opse

Manoranjan Sial
  • Published: Monday, 07 December 2020
  • , Updated: 07 December 2020, 07:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅର୍ଥାତ ମଙ୍ଗଳବାର OCS ମେନ୍‌ ପରୀକ୍ଷା ହେବାର ଥିଲା। ହେଲେ ଚାଷୀଙ୍କ ଆନ୍ଦୋଳନ ଓ ଭାରତ ବନ୍ଦ ଡାକରା ଯୋଗୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଓଡ଼ିଶା ଲୋକସେବା ଆୟୋଗ (OPSC) ପରୀକ୍ଷାକୁ ଘୁଞ୍ଚାଇଛନ୍ତି।

ମଙ୍ଗଳବାର ହେବାକୁ ଥିବା ପରୀକ୍ଷା ଜାନୁଆରୀ ୨ ତାରିଖରେ ହେବ। ମଙ୍ଗଳବାର ଯେଉଁଠି ଯେଉଁ ସମୟରେ ପରୀକ୍ଷା ହୋଇଥାନ୍ତା, ଜାନୁଆରୀ ୨ ତାରିଖରେ ସେଇଠି ହିଁ ପରୀକ୍ଷା ହେବ ବୋଲି OPSC ବିଜ୍ଞପ୍ତି ପ୍ରକାଶ କରିଛି।

Related story