ସ୍ପଷ୍ଟୀକରଣ ଦେଲେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ, ‘ବଢ଼ିନି ବସ୍‌ ଭଡ଼ା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କେତେ ବସ୍‌ ଅଧିକ ଭଡ଼ା ନେଉଥିଲେ। ଏନେଇ ଅଭିଯୋଗ ହେବା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ସ୍ପଷ୍ଟୀକରଣ ରଖିଛି। ଏବେ ବସ୍‌ ଭଡ଼ା ବଢ଼ିନଥିବା ଓ ପୂର୍ବ ଆଦେଶ ଅପରିବର୍ତ୍ତିତ ଥିବା କହିଲା STA। କିଲୋମିଟର ପିଛା ଅର୍ଡିନାରୀ ବସ୍‌ ପାଇଁ ୭୨ ପଇସା, ଏକ୍ସପ୍ରେସ ୭୫ ପଇସା, ଡିଲକ୍ସ ୧୦୫ ଓ ଏସି ଡିଲକ୍ସ ୧୨୭ ପଇସା ଭଡ଼ା ରହିଛି। STA had revised the bus fare last on […]

bus

bus

Manoranjan Sial
  • Published: Tuesday, 03 November 2020
  • Updated: 03 November 2020, 08:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କେତେ ବସ୍‌ ଅଧିକ ଭଡ଼ା ନେଉଥିଲେ। ଏନେଇ ଅଭିଯୋଗ ହେବା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ସ୍ପଷ୍ଟୀକରଣ ରଖିଛି। ଏବେ ବସ୍‌ ଭଡ଼ା ବଢ଼ିନଥିବା ଓ ପୂର୍ବ ଆଦେଶ ଅପରିବର୍ତ୍ତିତ ଥିବା କହିଲା STA। କିଲୋମିଟର ପିଛା ଅର୍ଡିନାରୀ ବସ୍‌ ପାଇଁ ୭୨ ପଇସା, ଏକ୍ସପ୍ରେସ ୭୫ ପଇସା, ଡିଲକ୍ସ ୧୦୫ ଓ ଏସି ଡିଲକ୍ସ ୧୨୭ ପଇସା ଭଡ଼ା ରହିଛି।

https://twitter.com/STAOdisha/status/1323622804697174016?s=20

ସୂଚନାରୁ ପ୍ରକାଶ, ମହାମାରୀ କରୋନା ପାଇଁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ପରେ ରାଜ୍ୟ ସରକାର ଗାଡ଼ି ଚଳାଇବାକୁ ଅନୁମତି ଦେଇଥିଲେ। ହେଲେ କେତେ ବସ୍‌ ମନଇଚ୍ଛା ଭଡ଼ା ଆଦାୟ କରୁଥିଲେ। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶେଷରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଏହି ସ୍ପଷ୍ଟୀକରଣ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story