ଜାଡ଼ରେ ଥରୁଛି ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତଲହରୀ ଜାରି ରହିଛି। ଜାଡ଼ରେ ଥରୁଛି ସାରା ରାଜ୍ୟ। ଆଜି ରାଜ୍ୟର ୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ତାପମାତ୍ରା ସବୁଠୁ କମ୍ ରହିଥିଲା। ଏଠାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିଥିଲା। ଏହା ପରେ ଅଧିକ ଶୀତ ଅନୁଭୂତ ହୋଇଥିଲା ସୁନ୍ଦରଗଡ଼ରେ। ଏଠାରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି। ଅନୁଗୋଳରେ ୯.୬ ଡିଗ୍ରୀ, କୋରାପୁଟରେ ୧୦ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୦.୫ ଡିଗ୍ରୀ, ରାଜଧାନୀ […]

sita

Rakesh Mallick
  • Published: Thursday, 19 January 2017
  • , Updated: 19 January 2017, 10:28 PM IST

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତଲହରୀ ଜାରି ରହିଛି। ଜାଡ଼ରେ ଥରୁଛି ସାରା ରାଜ୍ୟ। ଆଜି ରାଜ୍ୟର ୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ତାପମାତ୍ରା ସବୁଠୁ କମ୍ ରହିଥିଲା। ଏଠାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିଥିଲା। ଏହା ପରେ ଅଧିକ ଶୀତ ଅନୁଭୂତ ହୋଇଥିଲା ସୁନ୍ଦରଗଡ଼ରେ। ଏଠାରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି।

ଅନୁଗୋଳରେ ୯.୬ ଡିଗ୍ରୀ, କୋରାପୁଟରେ ୧୦ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୦.୫ ଡିଗ୍ରୀ, ରାଜଧାନୀ ଭୁବନେଶ୍ୱରରେ ୧୩.୬ ଡିଗ୍ରୀ ଓ କଟକରେ ୧୩.୪ ଡିଗ୍ରୀ ସେଲସିୟସ୍‌ ତାପମାତ୍ର ରହିଛି।

Related story