ବିଏସ୍‌-୩ ବାଇକ୍‌ ଉପରେ ଧମାକାଦାର ଅଫର; ଶୋ’ ରୁମ୍‌ରେ ଭିଡ଼

ଭୁବନେଶ୍ୱର: ବିଏସ୍‌-୩ ବାଇକ୍‌ ଉପରେ ମିଳୁଛି ଧମାକାଦାର ଅଫର। ବାଇକ୍‌ ବିକ୍ରେତାମାନେ ଗୋଟେ ଗୋଟେ ବାଇକ ଉପରେ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛନ୍ତି। ଫଳରେ ବାଇକ୍‌ କିଣିବାକୁ ଶୋ’ ରୁମ୍‌ରେ ଭିଡ ଦେଖିବାକୁ ମିଳୁଛି। ସୁପ୍ରିମ୍‌କୋର୍ଟ ବିଏସ୍‌-୩ ବାଇକ୍‌ ବିକ୍ରି ଉପରେ ରୋକ ଲଗାଇଛନ୍ତି। ଏହାପରେ ପୁରୁଣା ଷ୍ଟକ ସାରିବାକୁ ବାଇକ୍‌ ବିକ୍ରେତାମାନେ ଅଫର ଉପରେ ଅଫର ଦେଉଛନ୍ତି। କିଛି କମ୍ପାନୀ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛନ୍ତି। କେବଳ ବାଇକ୍‌ ନୁହେଁ […]

bike

Rakesh Mallick
  • Published: Friday, 31 March 2017
  • , Updated: 31 March 2017, 12:52 PM IST

ଭୁବନେଶ୍ୱର: ବିଏସ୍‌-୩ ବାଇକ୍‌ ଉପରେ ମିଳୁଛି ଧମାକାଦାର ଅଫର। ବାଇକ୍‌ ବିକ୍ରେତାମାନେ ଗୋଟେ ଗୋଟେ ବାଇକ ଉପରେ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛନ୍ତି। ଫଳରେ ବାଇକ୍‌ କିଣିବାକୁ ଶୋ’ ରୁମ୍‌ରେ ଭିଡ ଦେଖିବାକୁ ମିଳୁଛି।

ସୁପ୍ରିମ୍‌କୋର୍ଟ ବିଏସ୍‌-୩ ବାଇକ୍‌ ବିକ୍ରି ଉପରେ ରୋକ ଲଗାଇଛନ୍ତି। ଏହାପରେ ପୁରୁଣା ଷ୍ଟକ ସାରିବାକୁ ବାଇକ୍‌ ବିକ୍ରେତାମାନେ ଅଫର ଉପରେ ଅଫର ଦେଉଛନ୍ତି। କିଛି କମ୍ପାନୀ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛନ୍ତି। କେବଳ ବାଇକ୍‌ ନୁହେଁ ମୋପେଡ ଉପରେ ମଧ୍ୟ ରିହାତି ଦିଆଯାଉଛି।

Related story