ପ୍ରକାଶ ପାଇଲା ଓଏଫଏସ୍ ପରୀକ୍ଷା ଫଳ, ଝିଅଙ୍କ ବାଜିମାତ୍‌

ofs result published

opse

opse

Ordigital Desk
  • Published: Friday, 17 September 2021
  • Updated: 17 September 2021, 09:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ଫରେଷ୍ଟ ସର୍ଭିସ(ଓଏଫଏସ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଆୟୋଗଙ୍କ ଦ୍ୱାରା ମୋଟ ୬୭ ଜଣ ସଫଳ ପରୀକ୍ଷାର୍ଥୀଙ୍କ ନାଁ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯାଇଥିବାବେଳେ ଟପ୍ ଆଠଜଣଙ୍କ ମଧ୍ୟରେ ମାତ୍ର ୨ ଜଣ ପୁଅ ରହିଛନ୍ତି। ଓଏଫଏସ ପରୀକ୍ଷାରେ ଆୟୁଷୀ ପତି ଟପ୍ପର ହୋଇଥିବାବେଳେ ମନସ୍ମିତା ମହାରଣା, ବିବେକ ଦାସ, ଲକ୍ଷ୍ମୀପ୍ରିୟା ଉପାଧ୍ୟାୟ,ମାନସରଞ୍ଜନ ବେହେରା, ଐଶ୍ୱର୍ଯ୍ୟା ରାଉତରାୟ, ସସ୍ମିତା ବିଶ୍ୱାଳ ଓ ସାଇନଶ୍ରୀ ଦାଶ ଯଥାକ୍ରମେ ୨ରୁ ୮ ନମ୍ବର ମଧ୍ୟରେ ରହିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ଫରେଷ୍ଟ ସର୍ଭିସ ପରୀକ୍ଷା-୨୦୧୯ ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷା ନିମନ୍ତେ ୧୨୯୦୪ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ଲିଖିତ ପରୀକ୍ଷାରେ ୨୭୧୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। କୋଭିଡ୍ ମହାମାରୀ ଯୋଗୁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। ଓପିଏସସିଙ୍କ ଦ୍ୱାରା ସୁପାରିସ୍ କରାଯାଇଥିବା ସଫଳ ପରୀକ୍ଷାର୍ଥୀମାନେ ରାଜ୍ୟ ସରକାରଙ୍କର ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ଥିବା ଆସିଷ୍ଟାଣ୍ଟ ଫରେଷ୍ଟ କଞ୍ଜେରଭେଟର(ଏସିଏଫ) ଏବଂ ଫରେଷ୍ଟ ରେଞ୍ଜର ଭାବେ କାର୍ଯ୍ୟ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story