ଦିନେ ଏମିତି ଥିଲା କଟକ ସହର: ତାଳଦଣ୍ଡାରେ ଲାଗୁଥିଲା ଜାହାଜ, ମହାନଦୀରେ ହେଉଥିଲା ବଣିଜ, ଦେଖନ୍ତୁ କିଛି ପୁରୁଣା ଫଟୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଐତିହ୍ୟ ସହ ଜଡ଼ିତ ହଜାରେ ବର୍ଷର ଐତିହାସିକ ସହର କଟକ। ଦିନେ ଏହା ଥିଲା ଓଡ଼ିଶାର ରାଜଧାନୀ। ଏହି ସହରକୁ କେନ୍ଦ୍ର କରି ଗଢ଼ି ଉଠିଥିଲା ଓଡ଼ିଶାର ରାଜନୀତି, ସଂସ୍କୃତି ଓ ପରମ୍ପରା। ସବୁ କ୍ଷେତ୍ରରେ ଏହା ଓଡ଼ିଶାବାସୀଙ୍କୁ ନେତୃତ୍ୱ ଦେଉଥିଲା। ଏ ସହରର ପ୍ରତିଟି ଗଳି ଓ ବଜାରକୁ ନେଇ ରହିଛି ଗୋଟିଏ ଗୋଟିଏ କିମ୍ବଦନ୍ତୀ। ପ୍ରତିଟି ଜାଗାକୁ ଓଡ଼ିଶାର କୋଣ ଅନୁକୋଣର ଲୋକେ ଚିହ୍ନିଛନ୍ତି। ସାଂସ୍କୃତିକ ରାଜଧାନୀର ମାନ୍ୟତା […]

Katak-4

Katak-4

Ordigital Desk
  • Published: Monday, 07 May 2018
  • Updated: 07 May 2018, 02:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଐତିହ୍ୟ ସହ ଜଡ଼ିତ ହଜାରେ ବର୍ଷର ଐତିହାସିକ ସହର କଟକ। ଦିନେ ଏହା ଥିଲା ଓଡ଼ିଶାର ରାଜଧାନୀ। ଏହି ସହରକୁ କେନ୍ଦ୍ର କରି ଗଢ଼ି ଉଠିଥିଲା ଓଡ଼ିଶାର ରାଜନୀତି, ସଂସ୍କୃତି ଓ ପରମ୍ପରା।

ସବୁ କ୍ଷେତ୍ରରେ ଏହା ଓଡ଼ିଶାବାସୀଙ୍କୁ ନେତୃତ୍ୱ ଦେଉଥିଲା। ଏ ସହରର ପ୍ରତିଟି ଗଳି ଓ ବଜାରକୁ ନେଇ ରହିଛି ଗୋଟିଏ ଗୋଟିଏ କିମ୍ବଦନ୍ତୀ। ପ୍ରତିଟି ଜାଗାକୁ ଓଡ଼ିଶାର କୋଣ ଅନୁକୋଣର ଲୋକେ ଚିହ୍ନିଛନ୍ତି।

ସାଂସ୍କୃତିକ ରାଜଧାନୀର ମାନ୍ୟତା ପାଇଥିବା କଟକ ସହ ଭାଇଚାରା ପାଇଁ ପ୍ରସିଦ୍ଧ। ଏଠି ଅଛି ବାରବାଟି ଦୁର୍ଗଠାରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ଅନେକ ପଦଚିହ୍ନ। ତାରକସି କାମଠାରୁ ଆରମ୍ଭ କରି ଦହିବରା ଆଳୁଦମ ପର୍ଯ୍ୟନ୍ତ, ସବୁକିଛି ପ୍ରସିଦ୍ଧ।

ହଜାରେ ବର୍ଷର ପୁରୁଣା ଏ ସହରର ପୁରୁଣା କଥା ସବୁ ଶୁଣିବାକୁ ମିଳେ କିଛି ପୁରୁଣା ଲୋକଙ୍କଠାରୁ। ବେଳେବେଳେ ଆପଣଙ୍କ ମନକୁ ଆସୁଥିବ, ଆଜିକୁ ହଜାରେ ବର୍ଷ ତଳେ କେମିତି ଦିଶୁଥିଲା କଟକ ସହରର ଦୃଶ୍ୟ।

ଏବେକାର ପିଲାମାନେ ହୁଏତ ସେ କଥା କଳ୍ପନା ବି କରିପାରିବେ ନାହିଁ। ତେବେ ଦେଖନ୍ତୁ ଏଇ ଫଟୋ ସବୁ, ଯାହା ସେତେବେଳର କଟକ ସହରର କିଛି ଦୃଶ୍ୟକୁ ଧରି ରଖିଛି।

କଟକର ଜୋବ୍ରା ଆନିକଟ, ବକ୍ସିବଜାର ଗଳି, ଓଏମ୍‌ପି ଛକରୁ ମାଲଗୋଦାମ ଯିବା ରାସ୍ତା, ତାଳଦଣ୍ଡା କେନାଲରେ ଚାଲୁଥିବା ପୋତା ଜାହାଜ, ରେଳ ଷ୍ଟେସନ, ମାଲଗୋଦାମ ଡ଼କ୍‌, ମହାନଦୀରେ ହେଉଥିବା ବେପାର ବଣିଜ ଓ ପୁରୀଘାଟର ସନ୍ଧ୍ୟା ସମୟ ଦୃଶ୍ୟ କେମିତି ଥିଲା ତାହା କ୍ୟାମେରାରେ କଏଦ ହୋଇଛି। ଯାହାକୁ ଦେଖିଲେ କଟକର ଇତିହାସକୁ ଅନୁଭବ କରିହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story