ଗହିରମଥାରେ ଅଲିଭ୍‌ରିଡଲେ କଇଁଛଙ୍କ ଅଣ୍ଡାରୁ ଛୁଆ ଫୁଟିବା ପ୍ରକ୍ରିୟା ଆରମ୍ଭ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର)କେନ୍ଦ୍ରାପଡ଼ା ଗହିରମଥା ଅଭୟାରଣ୍ୟ ଅନ୍ତର୍ଗତ ବେଳାଭୂମି ଅଞ୍ଚଳରେ ଅଲିଭ୍‌ରିଡଲେ କଇଁଛ ଦେଇଥିବା ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି। ଗତ ୧୮ ତାରିଖରୁ  ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୦ ପ୍ରତିଶତ ଅଣ୍ଡା ପୁଟିଥିବା ରାଜନଗର ବନଖଣ୍ଡ  ଅଧିକାରୀ ସୂଚନା ଦେଇଛନ୍ତି। କଇଁଛ ଛୁଆଙ୍କ ସୁରକ୍ଷା ଲାଗି ବନବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି କଇଁଛଙ୍କ ଉପରେ ନଜର ରଖିବାକୁ ଅଧିକ ସଂଖ୍ୟାରେ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି।

h-99

h-99

Tapas Behera
  • Published: Wednesday, 24 April 2019
  • Updated: 24 April 2019, 10:03 AM IST

Sports

Latest News

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର)କେନ୍ଦ୍ରାପଡ଼ା ଗହିରମଥା ଅଭୟାରଣ୍ୟ ଅନ୍ତର୍ଗତ ବେଳାଭୂମି ଅଞ୍ଚଳରେ ଅଲିଭ୍‌ରିଡଲେ କଇଁଛ ଦେଇଥିବା ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି। ଗତ ୧୮ ତାରିଖରୁ  ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୦ ପ୍ରତିଶତ ଅଣ୍ଡା ପୁଟିଥିବା ରାଜନଗର ବନଖଣ୍ଡ  ଅଧିକାରୀ ସୂଚନା ଦେଇଛନ୍ତି।

କଇଁଛ ଛୁଆଙ୍କ ସୁରକ୍ଷା ଲାଗି ବନବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି କଇଁଛଙ୍କ ଉପରେ ନଜର ରଖିବାକୁ ଅଧିକ ସଂଖ୍ୟାରେ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story