କାର୍‌ ଦୁର୍ଘଟଣାରେ ଅଭିନେତା ଅମ୍ଲାନ ଆହତ

କଟକ: କାର୍‌ ଦୁର୍ଘଟଣାରେ ଓଲିଉଡ୍ ଅଭିନେତା ଅମ୍ଲାନ ଦାସ ଆହତ ହୋଇଛନ୍ତି। ତାଙ୍କୁ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଅମ୍ଲାନଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି। କାର୍‌ରେ ଥିବା ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କଟକ ମର୍କତନଗର ଥାନା ଅନ୍ତର୍ଗତ ରିଂବନ୍ଧ ନିକଟରେ ଅମ୍ଲାନଙ୍କ କାର୍‌ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ତାଙ୍କ ବାପା ମିହିର ଦାସ କହିଛନ୍ତି।

car

Rakesh Mallick
  • Published: Tuesday, 25 October 2016
  • , Updated: 25 October 2016, 01:13 PM IST

କଟକ: କାର୍‌ ଦୁର୍ଘଟଣାରେ ଓଲିଉଡ୍ ଅଭିନେତା ଅମ୍ଲାନ ଦାସ ଆହତ ହୋଇଛନ୍ତି। ତାଙ୍କୁ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଅମ୍ଲାନଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି। କାର୍‌ରେ ଥିବା ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ କଟକ ମର୍କତନଗର ଥାନା ଅନ୍ତର୍ଗତ ରିଂବନ୍ଧ ନିକଟରେ ଅମ୍ଲାନଙ୍କ କାର୍‌ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ତାଙ୍କ ବାପା ମିହିର ଦାସ କହିଛନ୍ତି।

Related story