ଆସନ୍ତାକାଲିଠୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓମ୍‌ଫେଡ୍‌ କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ିବ। ଆସନ୍ତାକାଲିଠୁ ଏହି ଦର ଲାଗୁ ହେବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଓମ୍‌ଫେଡ୍‌ର ପ୍ରିମିୟମ୍‌ ଓ ଗୋଲ୍ଡ ପ୍ରିମିୟମ୍‌ କ୍ଷୀରର ଲିଟର ପିଛା ଦର ୪୦ ଟଙ୍କା ଥିଲା। ଆସନ୍ତାକାଲିଠୁ ଏଥିଲାଗି ଖାଉଟିଙ୍କୁ ୪୪ ଟଙ୍କା ଗଣିବାକୁ ପଡ଼ିବ। କ୍ଷୀର ଏକ ଜରୁରୀ ଖାଦ୍ୟ ପଦାର୍ଥ ହୋଇଥିବା ବେଳେ ଏହାର ଦର ବୃଦ୍ଧିକୁ ଖାଉଟିମାନେ ସହଜରେ ହଜମ କରି ପାରୁ ନାହାନ୍ତି। ଅବଶ୍ୟ […]

omfed-1..

omfed-1..

Niharika Rout
  • Published: Thursday, 26 September 2019
  • Updated: 26 September 2019, 10:10 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓମ୍‌ଫେଡ୍‌ କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ିବ। ଆସନ୍ତାକାଲିଠୁ ଏହି ଦର ଲାଗୁ ହେବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବରୁ ଓମ୍‌ଫେଡ୍‌ର ପ୍ରିମିୟମ୍‌ ଓ ଗୋଲ୍ଡ ପ୍ରିମିୟମ୍‌ କ୍ଷୀରର ଲିଟର ପିଛା ଦର ୪୦ ଟଙ୍କା ଥିଲା। ଆସନ୍ତାକାଲିଠୁ ଏଥିଲାଗି ଖାଉଟିଙ୍କୁ ୪୪ ଟଙ୍କା ଗଣିବାକୁ ପଡ଼ିବ। କ୍ଷୀର ଏକ ଜରୁରୀ ଖାଦ୍ୟ ପଦାର୍ଥ ହୋଇଥିବା ବେଳେ ଏହାର ଦର ବୃଦ୍ଧିକୁ ଖାଉଟିମାନେ ସହଜରେ ହଜମ କରି ପାରୁ ନାହାନ୍ତି।

ଅବଶ୍ୟ ଓମ୍‌ଫେଡ୍ କ୍ଷୀରର ଦରବୃଦ୍ଧି ନେଇ କିଛି ଦିନ ପୂର୍ବରୁ କୃଷି ମନ୍ତ୍ରୀ ଅରୁଣ ସାହୁ ସଙ୍କେତ ଦେଇ ସାରିଥିଲେ। ସେ କହିଥିଲେ,”ରାଜ୍ୟର ଘରୋଇ ଦୁଗ୍ଧ କମ୍ପାନୀଗୁଡ଼ିକ କ୍ଷୀର ଦର ବୃଦ୍ଧି କରିଥିବାରୁ ରାଜ୍ୟ ସରକାର ଓମ୍‌ଫେଡ୍‌ କ୍ଷୀର ଦର ବଢ଼ାଇବା ନେଇ ବିଚାର କରୁଛନ୍ତି। ତେବେ ଖାଉଟି ଏବଂ ଦୁଗ୍ଧଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓମ୍‌ଫେଡ୍‌ କ୍ଷୀର ଦର ନିର୍ଦ୍ଧାରଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story