ବାର୍‌ହା ଛିଡ଼ାଇ ନେଲା ହାତ ପାପୁଲି

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ଜଙ୍ଗଲୀ ବାର୍‌ହା ଆତଙ୍କ ଦେଖାଦେଇଛି। ଏକ ଦେଢ଼ ବର୍ଷର ଶିଶୁର ହାତ ପାପୁଲି ଗୋଟିଏ ବାର୍‌ହା ଛିଡ଼ାଇ ଦେଇଛି। ଖୋର୍ଦ୍ଧା ଜିଲ୍ଲା ଦଧିମାଛଗାଡ଼ିଆ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବାପାମାଆ କ୍ରସରରେ କାମ କରୁଥିବା ବେଳେ ପାଖରେ ତାଙ୍କ ଝିଅ ଖେଳୁଥିଲା। ଏ ସମୟରେ ବାର୍‌ହା ଆସି ଆକ୍ରମଣ କରି ଶିଶୁକନ୍ୟାର ହାତ ପାପୁଲି ଛିଡ଼ାଇ ଦେଇଛି। ଛିଣ୍ଡା ପାପୁଲି ସହ ଶିଶୁକନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ […]

One-baby-enjured-in-boar-attack

One-baby-enjured-in-boar-attack

Jyoshna Pradhan
  • Published: Saturday, 02 February 2019
  • Updated: 02 February 2019, 03:10 PM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ଜଙ୍ଗଲୀ ବାର୍‌ହା ଆତଙ୍କ ଦେଖାଦେଇଛି। ଏକ ଦେଢ଼ ବର୍ଷର ଶିଶୁର ହାତ ପାପୁଲି ଗୋଟିଏ ବାର୍‌ହା ଛିଡ଼ାଇ ଦେଇଛି। ଖୋର୍ଦ୍ଧା ଜିଲ୍ଲା ଦଧିମାଛଗାଡ଼ିଆ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ବାପାମାଆ କ୍ରସରରେ କାମ କରୁଥିବା ବେଳେ ପାଖରେ ତାଙ୍କ ଝିଅ ଖେଳୁଥିଲା। ଏ ସମୟରେ ବାର୍‌ହା ଆସି ଆକ୍ରମଣ କରି ଶିଶୁକନ୍ୟାର ହାତ ପାପୁଲି ଛିଡ଼ାଇ ଦେଇଛି। ଛିଣ୍ଡା ପାପୁଲି ସହ ଶିଶୁକନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

ଗୁରୁତର ଶିଶୁ ଗଞ୍ଜାମ ଜିଲ୍ଲା ପାଟରାପଲ୍ଲୀ ଅଞ୍ଚଳର ଭିକାରୀ ନାୟକଙ୍କ ଝିଅ ତୁଳସୀ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story