କାନ୍ଥ ଭୁଶୁଡ଼ି ୫ ବର୍ଷର ଶିଶୁର ମୃତ୍ୟୁ

ଚୌଦ୍ୱାର(ପ୍ରକାଶ ନାୟକ): କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଳକ୍‌ ଆଗ୍ରାହାଟ ପଞ୍ଚାୟତର ଭରାଣ୍ଡୀ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଟନି ପୁର୍ତ୍ତି ତାଙ୍କ ସ୍ତ୍ରୀ ତୁଳସୀ ଓ ତାଙ୍କର ୩ ପିଲା ଶୋଇଥିବା ବେଳେ  ଘରର କାନ୍ଥ ଭୁଶୁଡ଼ି ସାନପୁଅ ମଧୁ ଉପରେ ପଡ଼ି ଥିଲା। ଏଥିରେ ସାନପୁଅର ମୃତ୍ୟୁ ଘଟିଥିଲା। ଆହତ ବାପାମାଆକୁ ୧୦୮ ଆମ୍ୱୁଲାନ୍ସ ଯୋଗେ କଟକ […]

cuttack

Rakesh Mallick
  • Published: Sunday, 27 May 2018
  • , Updated: 27 May 2018, 12:28 PM IST

ଚୌଦ୍ୱାର(ପ୍ରକାଶ ନାୟକ): କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଳକ୍‌ ଆଗ୍ରାହାଟ ପଞ୍ଚାୟତର ଭରାଣ୍ଡୀ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ହୋଇଛି।

ଗତକାଲି ବିଳମ୍ୱିତ ରାତିରେ ଟନି ପୁର୍ତ୍ତି ତାଙ୍କ ସ୍ତ୍ରୀ ତୁଳସୀ ଓ ତାଙ୍କର ୩ ପିଲା ଶୋଇଥିବା ବେଳେ  ଘରର କାନ୍ଥ ଭୁଶୁଡ଼ି ସାନପୁଅ ମଧୁ ଉପରେ ପଡ଼ି ଥିଲା। ଏଥିରେ ସାନପୁଅର ମୃତ୍ୟୁ ଘଟିଥିଲା। ଆହତ ବାପାମାଆକୁ ୧୦୮ ଆମ୍ୱୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ପଠାଯାଇଛି।

Related story