ମାଙ୍କଡ଼କୁ ବଞ୍ଚାଇବାକୁ ଯାଇ ଜଣେ ମୃତ, ୨ ଗୁରୁତର

ସୋନପୁର (ରବୀନ୍ଦ୍ର ହୋତା): କୂଅ ଭିତରେ ପଡ଼ିଯାଇଥିବା ମାଙ୍କଡ଼କୁ ଉଦ୍ଧାର କରିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ତୁଳସୀକଟା ଗାଁରେ। ମୃତକଙ୍କ ନାଁ କାଳିଚରଣ ବାଙ୍କ। ତାଙ୍କ ଘର ତୁଳସୀକଟା ଗାଁରେ। ସେହିପରି ଗୁରୁତର ହୋଇପଡ଼ିଥିବା ଦୁଇ ବ୍ୟକ୍ତି ହେଲେ ସେହି ଗାଁର ଲାଲମୋହନ ରଣା ଓ କଳାକୃଷ୍ଣ ଝାଙ୍କର। ଆଜି […]

dead body

dead body

Jitendra Garnayak
  • Published: Sunday, 12 June 2022
  • Updated: 12 June 2022, 02:50 PM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): କୂଅ ଭିତରେ ପଡ଼ିଯାଇଥିବା ମାଙ୍କଡ଼କୁ ଉଦ୍ଧାର କରିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ତୁଳସୀକଟା ଗାଁରେ।

ମୃତକଙ୍କ ନାଁ କାଳିଚରଣ ବାଙ୍କ। ତାଙ୍କ ଘର ତୁଳସୀକଟା ଗାଁରେ। ସେହିପରି ଗୁରୁତର ହୋଇପଡ଼ିଥିବା ଦୁଇ ବ୍ୟକ୍ତି ହେଲେ ସେହି ଗାଁର ଲାଲମୋହନ ରଣା ଓ କଳାକୃଷ୍ଣ ଝାଙ୍କର।

ଆଜି ଗାଁର ହିମାଂଶୁ ପ୍ରଧାନଙ୍କ କୂଅରେ ଏକ ମାଙ୍କଡ଼ ପଡ଼ି ଯାଇଥିବା ଜଣାପଡ଼ିଥିଲା। ମାଙ୍କଡ଼ଟିକୁ ଉଦ୍ଧାର କରିବାକୁ ପ୍ରଥମେ କାଳିଚରଣ କୂଅ ଭିତରକୁ ପ୍ରବେଶ କରିଥିଲେ। ହେଲେ ଶ୍ୱାସରୁଦ୍ଧ ହୋଇଯିବାରୁ ସେ କୂଅ ଭିତରୁ ବାହାରି ପାରି ନଥିଲେ। ତା’ପରେ ଲାଲମୋହନ ରଣା ଓ କଳାକୃଷ୍ଣ ଝାଙ୍କର ଆଗପଛ ହୋଇ କୂଅ ଭିତରକୁ ଯାଇଥିଲେ। ହେଲେ ଶ୍ୱାସରୁଦ୍ଧ ହୋଇଯିବାରୁ ସେମାନେ ବି କୂଅରୁ ବାହାରି ପାରି ନଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ସୁରଥ ମହାକୁର ନାମକ ଯୁବକ କୂଅ ଭିତରକୁ ଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ କୂଅ ଭିତରକୁ ପ୍ରବେଶ କରିପାରି ନଥିଲେ। ପରେ ଦମକଳ ବାହିନୀ ପହଞ୍ଚି କାଳିଚରଣ, ଲାଲମୋହନ ଓ କଳାକୃଷ୍ଣଙ୍କୁ କୂଅରୁ ବାହାର କରିଥିଲା।

କାଳିଚରଣଙ୍କୁ ସୋନପୁର ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ସେଠାରେ ଚିକିତ୍ସା ଚାଲିଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story