ମୁମ୍ବାଇ ଯାଉଥିଲେ, ଟ୍ରେନ୍ ଧରିବା ପୂର୍ବରୁ ଟ୍ରକ୍ ଧକ୍କାରେ ଚାଲିଗଲା ଜୀବନ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ରାସ୍ତାର ଦନ୍ଦ୍ରା ଗାଁ ନିକଟରେ ଏକ ବୁଲାଣିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଶ୍ୟାମସୁନ୍ଦର ପୁଞ୍ଜି। ତାଙ୍କ ଘର ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ୍ କେନ୍ଦୁପାଟି ଗାଁରେ। ଗୁରୁତର ଆହତ ଦ୍ୱୟ ହେଲେ ଡୁମେରଜୋର ଗାଁର ଥବିର ବାଗ ଓ ବୁଡ଼େନ ଥାନା ଅନ୍ତର୍ଗନ ଖୀରମାଲ ଗାଁର ବିଶି […]

Accident

Accident

Jitendra Garnayak
  • Published: Sunday, 03 April 2022
  • Updated: 03 April 2022, 06:16 PM IST

Sports

Latest News

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ରାସ୍ତାର ଦନ୍ଦ୍ରା ଗାଁ ନିକଟରେ ଏକ ବୁଲାଣିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଙ୍କ ନାଁ ଶ୍ୟାମସୁନ୍ଦର ପୁଞ୍ଜି। ତାଙ୍କ ଘର ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ୍ କେନ୍ଦୁପାଟି ଗାଁରେ। ଗୁରୁତର ଆହତ ଦ୍ୱୟ ହେଲେ ଡୁମେରଜୋର ଗାଁର ଥବିର ବାଗ ଓ ବୁଡ଼େନ ଥାନା ଅନ୍ତର୍ଗନ ଖୀରମାଲ ଗାଁର ବିଶି କେଶନ ପୋଢ଼।

ମିଳିଥିବା ସୂଚନା ଅନୁଯାୟୀ, ଗାଁରେ କାମଧନ୍ଦା ଅଭାବରୁ ଦାଦନ ଖଟିବା ପାଇଁ ମୁମ୍ବାଇକୁ ଯାଉଥିଲେ ଶ୍ୟାମସୁନ୍ଦର ପୁଞ୍ଜି ଓ ବିଶି କେଶନ ପୋଢ଼। ସେମାନେ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥା’ନ୍ତେ। ସେଥିପାଇଁ ଥାବିର ବାଗ ସେମାନଙ୍କୁ ବାଇକ୍‌ରେ ଷ୍ଟେସନ ଅଭିମୁଖେ ନେଉଥିଲେ। ହେଲେ ବାଟରେ ଦନ୍ଦ୍ରା ଗାଁ ନିକଟରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଶ୍ୟାମ ସୁନ୍ଦର ପୁଞ୍ଜିଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ତାଙ୍କ ମୁହଁଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଗୁରୁତର ଥବିର ବାଗ ଓ ବିଶି କେଶନ ପୋଢ଼ଙ୍କୁ ଅଗ୍ନିଶମ ବିଭାଗ ଗାଡ଼ିରେ ଆଣାଯାଇ କଣ୍ଟାବାଞ୍ଜି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story