ଝାଡାବାନ୍ତିରେ ନାବାଳିକା ମୃତ, ୫ ଗୁରୁତର

ନୂଆପଡ଼ା(ଓଡ଼ିଶା ରିପୋର୍ଟର):ନୂଆପଡା ଜିଲ୍ଲା କୋମନା ବ୍ଲକ ମିଛାପାଲି ଗାଁର ଝାଡାବାନ୍ତି ହୋଇ ଗୋଟିଏ ପରିବାରରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି। ପରିବାର ସଦସ୍ୟଙ୍କ କହିବା ଅନୁସାରେ ଗତ ଶୁକ୍ରବାର ସକାଳ ଚା’ ପିଇବା ପରେ ହଠାତ ଝାଡାବାନ୍ତି ଆରମ୍ଭ ହୋଇ ଥିଲା । ଆଜି ଅବସ୍ଥା ଗୁରୁତର ହେବାରୁ କୋମନା ଡାକ୍ତରଖାନାକୁ ଆଣି ଥିଲେ ।ଏଠାରେ ଚିକିତ୍ସାଧିନ ଅବସ୍ଥାରେ ନମିତା ମାଝୀ (୧୫) ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ […]

pio-

pio-

Tapas Behera
  • Published: Sunday, 19 May 2019
  • Updated: 19 May 2019, 06:31 PM IST

Sports

Latest News

ନୂଆପଡ଼ା(ଓଡ଼ିଶା ରିପୋର୍ଟର):ନୂଆପଡା ଜିଲ୍ଲା କୋମନା ବ୍ଲକ ମିଛାପାଲି ଗାଁର ଝାଡାବାନ୍ତି ହୋଇ ଗୋଟିଏ ପରିବାରରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି। ପରିବାର ସଦସ୍ୟଙ୍କ କହିବା ଅନୁସାରେ ଗତ ଶୁକ୍ରବାର ସକାଳ ଚା’ ପିଇବା ପରେ ହଠାତ ଝାଡାବାନ୍ତି ଆରମ୍ଭ ହୋଇ ଥିଲା ।

ଆଜି ଅବସ୍ଥା ଗୁରୁତର ହେବାରୁ କୋମନା ଡାକ୍ତରଖାନାକୁ ଆଣି ଥିଲେ ।ଏଠାରେ ଚିକିତ୍ସାଧିନ ଅବସ୍ଥାରେ ନମିତା ମାଝୀ (୧୫) ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଅଛନ୍ତି। ଗୁରୁତରମାନେ ହେଲେ ବାପା ମକରଧ୍ୱଜ ମାଝୀ, ମା ପଦ୍ମା ମାଝୀ, ଭାଇ ବିଜୁ ମାଝୀ ଓ ଭଉଣୀ  କରିନା ମାଝୀ ଓ ଅନ୍ୟ ଜଣେ ଭାଇ ଅଜୁ ମାଝୀ । ଗୁରୁତରମାନଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରା ଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story