ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ):କେନ୍ଦ୍ରାପଡ଼ା ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ କଏଦୀ ହେଲେ ମାର୍ଶାଘାଇ ବ୍ଲକ୍‌ ପାଟଳିପଙ୍କ ଗାଁର ଧୀରେନ୍ ବେହେରା। ଗତକାଲି ରାତିରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ମୃତ୍ୟୁକୁ ନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳାକୁ ପରିବାରଲୋକେ ଦାୟୀ କରିଛନ୍ତି। ଧୀରେନ୍‌ଙ୍କ ସମ୍ପକୀୟ ସୂର୍ଯ୍ୟକାନ୍ତ ବେହେରା କହିଛନ୍ତି,“ ଆଜି ସକାଳ ୮ ଟାରେ […]

death

death

Jyoshna Pradhan
  • Published: Thursday, 14 February 2019
  • Updated: 14 February 2019, 12:32 PM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ):କେନ୍ଦ୍ରାପଡ଼ା ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ କଏଦୀ ହେଲେ ମାର୍ଶାଘାଇ ବ୍ଲକ୍‌ ପାଟଳିପଙ୍କ ଗାଁର ଧୀରେନ୍ ବେହେରା।

ଗତକାଲି ରାତିରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ମୃତ୍ୟୁକୁ ନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳାକୁ ପରିବାରଲୋକେ ଦାୟୀ କରିଛନ୍ତି।

ଧୀରେନ୍‌ଙ୍କ ସମ୍ପକୀୟ ସୂର୍ଯ୍ୟକାନ୍ତ ବେହେରା କହିଛନ୍ତି,“ ଆଜି ସକାଳ ୮ ଟାରେ ଆମେ ଖବର ପାଇଥିଲୁ ଯେ ଧିରେନଙ୍କ ଦେହ ଖରାପ ହୋଇଛି। ଏହାପରେ ଆମେ ଆସି ଏଠାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା। ପାରିବାରିକ ସମସ୍ୟା ନେଇ ତାଙ୍କୁ ଫସାଇ ଦିଆଯାଇଥିଲା। ତେଣୁ ସେ ଜେଲ୍‌ରେ ଥିଲେ। କେମିତି ତାଙ୍କ ମୃତ୍ୟୁ ଘଟିଲା ଆମେ ଜାଣିନାହୁଁ। ଜେଲ୍‌ର ଅବେହଳା ଯୋଗୁଁ  ତାଙ୍କର ମୃତ୍ୟୁ ଘଟିଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story