ଶିକାର ହେଲା କାଳ: ଚାଲିଗଲା ଶିକାରୀର ଜୀବନ

ଫୁଲବାଣୀ: ଶିକାର କାଳ ସାଜିଲା। ଶିକାର କରିବାକୁ ଯାଇ ଶିକାରୀଙ୍କୁ ଜୀବନ ହାରିବାକୁ ପଡିଛି। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳରେ। ଅସାବଧାନାତା ଯୋଗୁଁ ଗୁଳି ଫୁଟି ଶିକାରୀର ମୃତ୍ୟୁ ଘଟିଛି। ମୃତ ଶିକାରୀ ଜଣକ ହେଲେ ନେଡ଼ିପାଜୁ ଗାଁର ପ୍ରଫୁଲ୍ଲ କହଁର। ପ୍ରଫୁଲ ୩ ଜଣ ଶିକାରୀଙ୍କ ସହ ନେଡ଼ିପାଜୁ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଅନ୍ୟ ୩ ଶିକାରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି […]

Sikari

Rakesh Mallick
  • Published: Sunday, 24 September 2017
  • , Updated: 24 September 2017, 02:59 PM IST

ଫୁଲବାଣୀ: ଶିକାର କାଳ ସାଜିଲା। ଶିକାର କରିବାକୁ ଯାଇ ଶିକାରୀଙ୍କୁ ଜୀବନ ହାରିବାକୁ ପଡିଛି। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳରେ। ଅସାବଧାନାତା ଯୋଗୁଁ ଗୁଳି ଫୁଟି ଶିକାରୀର ମୃତ୍ୟୁ ଘଟିଛି। ମୃତ ଶିକାରୀ ଜଣକ ହେଲେ ନେଡ଼ିପାଜୁ ଗାଁର ପ୍ରଫୁଲ୍ଲ କହଁର।

ପ୍ରଫୁଲ ୩ ଜଣ ଶିକାରୀଙ୍କ ସହ ନେଡ଼ିପାଜୁ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଅନ୍ୟ ୩ ଶିକାରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

Related story