ଭାଲୁ ଆକ୍ରମଣରେ ଜଣେ ମୃତ, ଦୁଇ ଆହତ

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ମାଧପୁର ରେଞ୍ଜ ଅନ୍ତର୍ଗତ ଭୋଇପଡ଼ାରେ ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଗିରିଶ ମେହେର। ଗୁରୁତର ପ୍ରକାଶ ମହାକୁଡ଼ ଓ ସୁଦାମ ଜାଲଙ୍କୁ ବୌଦ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଭୋଇପଡ଼ା ନିକଟବର୍ତ୍ତୀ ଗାଁର କିଛି ଲୋକ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା। ପୁଲିସ୍ ଓ ବନ ବିଭାଗ ଅଧିକାରୀ […]

tyyr

Tapaswini Nayak
  • Published: Saturday, 29 September 2018
  • , Updated: 29 September 2018, 05:50 PM IST

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ମାଧପୁର ରେଞ୍ଜ ଅନ୍ତର୍ଗତ ଭୋଇପଡ଼ାରେ ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ଜଣଙ୍କ ହେଲେ ଗିରିଶ ମେହେର। ଗୁରୁତର ପ୍ରକାଶ ମହାକୁଡ଼ ଓ ସୁଦାମ ଜାଲଙ୍କୁ ବୌଦ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଭୋଇପଡ଼ା ନିକଟବର୍ତ୍ତୀ ଗାଁର କିଛି ଲୋକ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା।

ପୁଲିସ୍ ଓ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

https://youtu.be/gVn2KlW3df8

Related story