ଟାଟା ମ୍ୟାଜିକ୍‌ ଧକ୍କାରେ ଯାତ୍ରା ପାର୍ଟି ନୃତ୍ୟଶିଳ୍ପୀଙ୍କ ମୃତ୍ୟୁ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): କଟକ-ପାରାଦୀପ ରାସ୍ତାର ହୁକୁଟୋଲା ନିକଟରେ ଟାଟା ମ୍ୟାଜିକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି। ମୃତକ ହେଲେ ନଳିନୀ କାନ୍ତ ବେହେରା। ସେ ଏକ ଯାତ୍ରା ପାର୍ଟିରେ ନୃତ୍ୟଶିଳ୍ପୀ ଭାବେ କାମ କରୁଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ନଳିନୀଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ୍ ଘଟଣାର […]

jjjjj000000000000

Tapaswini Nayak
  • Published: Tuesday, 02 April 2019
  • , Updated: 02 April 2019, 03:10 PM IST

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): କଟକ-ପାରାଦୀପ ରାସ୍ତାର ହୁକୁଟୋଲା ନିକଟରେ ଟାଟା ମ୍ୟାଜିକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି।

ମୃତକ ହେଲେ ନଳିନୀ କାନ୍ତ ବେହେରା। ସେ ଏକ ଯାତ୍ରା ପାର୍ଟିରେ ନୃତ୍ୟଶିଳ୍ପୀ ଭାବେ କାମ କରୁଥିଲେ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ନଳିନୀଙ୍କୁ ମୃତ ଘୋଷଣା କରିଥିଲେ।

ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story