କାବୁରେ ରହିଲାନି: ପିଟି ଦେଇ ଓଲଟି ପଡ଼ିଲା

ବାରିପଦା(ଓଡ଼ିଶା ରିପୋର୍ଟର): ସହର ମଧ୍ୟଭାଗରେ ଓଲଟିଲା କାର୍‌। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ। ଗତକାଲି ବିଳମ୍ୱିତ ରାତିରେ ଏମ୍‌କେସି ହାଇସ୍କୁଲ ଛକରେ ଏକ କାର୍ ଭାରସାମ୍ୟ ହରାଇ ଏକ ଦୋକାନ ଘରକୁ ଧକ୍କାଦେଇ ଓଲଟି ପଡ଼ିଥିଲା। କାର୍‌ ଡ୍ରାଇଭର ଗୁରୁତର  ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ କାର୍‌ ଭିତରୁ ଡ୍ରାଇଭରଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାଗ୍ରସ୍ତ କାର୍‌ଟି ପାଇବଣି ଅଞ୍ଚଳର ବୋଲି ଜଣାପଡ଼ିଛି।

accident

Rakesh Mallick
  • Published: Monday, 18 December 2017
  • , Updated: 18 December 2017, 12:03 PM IST

ବାରିପଦା(ଓଡ଼ିଶା ରିପୋର୍ଟର): ସହର ମଧ୍ୟଭାଗରେ ଓଲଟିଲା କାର୍‌। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ। ଗତକାଲି ବିଳମ୍ୱିତ ରାତିରେ ଏମ୍‌କେସି ହାଇସ୍କୁଲ ଛକରେ ଏକ କାର୍ ଭାରସାମ୍ୟ ହରାଇ ଏକ ଦୋକାନ ଘରକୁ ଧକ୍କାଦେଇ ଓଲଟି ପଡ଼ିଥିଲା। କାର୍‌ ଡ୍ରାଇଭର ଗୁରୁତର  ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ କାର୍‌ ଭିତରୁ ଡ୍ରାଇଭରଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଦୁର୍ଘଟଣାଗ୍ରସ୍ତ କାର୍‌ଟି ପାଇବଣି ଅଞ୍ଚଳର ବୋଲି ଜଣାପଡ଼ିଛି।

Related story