ହାତୀ ଆକ୍ରମଣ: ଜଣେ ମୃତ, ଦୁଇ ଆହତ

ବଣାଇ/ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ରାଜ୍ୟର ଦୁଇଟି ସ୍ଥାନରେ ହାତୀ ଆକ୍ରମଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇର ତାମଡ଼ା ରେଞ୍ଜରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ କୁଲେଇବଗା ଗାଁର। ସକାଳେ ବାହାରକୁ ଯାଇଥିବା ବେଳେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲ ଟାଙ୍ଗୀର ଭୂଷଣ୍ଡପୁର ଷ୍ଟେସନ୍‌ ପାଖରେ ହାତୀ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି। ଦୁହିଁଙ୍କୁ ଜିଲ୍ଲା […]

elephant

elephant

Jitendra Garnayak
  • Published: Saturday, 01 December 2018
  • Updated: 01 December 2018, 10:36 AM IST

ବଣାଇ/ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ରାଜ୍ୟର ଦୁଇଟି ସ୍ଥାନରେ ହାତୀ ଆକ୍ରମଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ବଣାଇର ତାମଡ଼ା ରେଞ୍ଜରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ କୁଲେଇବଗା ଗାଁର। ସକାଳେ ବାହାରକୁ ଯାଇଥିବା ବେଳେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ।

ସେହିପରି ଖୋର୍ଦ୍ଧା ଜିଲ୍ଲ ଟାଙ୍ଗୀର ଭୂଷଣ୍ଡପୁର ଷ୍ଟେସନ୍‌ ପାଖରେ ହାତୀ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି। ଦୁହିଁଙ୍କୁ ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

[caption id="attachment_307649" align="aligncenter" width="750"]injured ଜଣେ ଆହତ ବ୍ୟକ୍ତି[/caption]

ଗତକାଲି ରାତିରେ ଏକ ହାତୀପଲ ଭୂଷଣ୍ଡପୁର ଷ୍ଟେସନ୍ ଅଞ୍ଚଳକୁ ଆସିଥିଲେ। ସେହି ପଲରୁ ଗୋଟିଏ ହାତୀ ଜନବସତିକୁ ପଶି ଆସି ଆତଙ୍କ ଖେଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story