ୱାନରାଙ୍କ ୱାନ ପେନସନକୁ ସମର୍ଥନ କରି ପୂର୍ବ ସେନାନୀଙ୍କୁ ଭେଟିଲା ସିଟିଜେନ ଫର ଫୋର୍ସେସ୍

ଭୁବନେଶ୍ୱର: ୱାନରାଙ୍କ ୱାନ ପେନସନ ଦାବିରେ ଦିଲ୍ଲୀର ଜନ୍ତରମନ୍ତରଠାରେ ଧାରଣାରେ ବସିଥିବା ପୂର୍ବସେନା ଅଧିକାରୀଙ୍କୁ ପୋଲିସ ବଳପୂର୍ବକ ଉଠାଇ ଦେବା ଓ ଆକ୍ରମଣ କରାଯିବାକୁ ସିଟିଜେନ ଫର ଫୋର୍ସେସ୍ ପକ୍ଷରୁ ନିନ୍ଦା କରାଯାଇଛି । ସିଟିଜେନ ଫର ଫୋର୍ସେସ୍ ଓଡ଼ିଶା ଉପସଭାପତି ସୌମ୍ୟରଞ୍ଜନ ବିଶ୍ୱାଳ ଦିଲ୍ଲୀର ଜନ୍ତରମନ୍ତରକୁ ଯାଇ ପୂର୍ବ ସେନା କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ୱାନ ରାଙ୍କ ୱାନ ପେନସନ ସେନା କର୍ମଚାରୀଙ୍କ ନାର୍ଯ୍ୟ ଦାବି । ଏହା […]

Soumyaranjan

Rakesh Mallick
  • Published: Tuesday, 18 August 2015
  • , Updated: 18 August 2015, 04:57 PM IST

ଭୁବନେଶ୍ୱର: ୱାନରାଙ୍କ ୱାନ ପେନସନ ଦାବିରେ ଦିଲ୍ଲୀର ଜନ୍ତରମନ୍ତରଠାରେ ଧାରଣାରେ ବସିଥିବା ପୂର୍ବସେନା ଅଧିକାରୀଙ୍କୁ ପୋଲିସ ବଳପୂର୍ବକ ଉଠାଇ ଦେବା ଓ ଆକ୍ରମଣ କରାଯିବାକୁ ସିଟିଜେନ ଫର ଫୋର୍ସେସ୍ ପକ୍ଷରୁ ନିନ୍ଦା କରାଯାଇଛି । ସିଟିଜେନ ଫର ଫୋର୍ସେସ୍ ଓଡ଼ିଶା ଉପସଭାପତି ସୌମ୍ୟରଞ୍ଜନ ବିଶ୍ୱାଳ ଦିଲ୍ଲୀର ଜନ୍ତରମନ୍ତରକୁ ଯାଇ ପୂର୍ବ ସେନା କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ୱାନ ରାଙ୍କ ୱାନ ପେନସନ ସେନା କର୍ମଚାରୀଙ୍କ ନାର୍ଯ୍ୟ ଦାବି । ଏହା ନ ମିଳିବା ପର୍ଯ୍ୟନ୍ତ ଆମ ସଂଘ ସେମାନଙ୍କ ସହ ମିଳିତ ଭାବେ ସରକାରଙ୍କ ସହ ଲଢେଇ ଜାରି ରଖିବ ବୋଲି ସଆ କହିଛନ୍ତି ।

Related story