‘ଏନି ଡେସ୍କ’ ବ୍ୟବହାର କରି ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ସ୍କ୍ରିନ୍ ଶେଆର ଆପ୍ଲିକେସନ ‘ଏନି ଡେସ୍କ’କୁ ବ୍ୟବହାର କରି ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ। ଠକେଇର ଶିକାର ହୋଇଥିବା ଏହି ବ୍ୟାଙ୍କ କର୍ମଚାରୀଙ୍କ ନାଁ ଲକ୍ଷ୍ମୀନାରାୟଣ ପଣ୍ଡା। ସେ ବ୍ରହ୍ମପୁର ଖୋଡ଼ାସିଂ ରାମକୃଷ୍ଣ ନଗରର ପଞ୍ଚମ ଲେନ୍‌ରେ ରହନ୍ତି। ଗତ ମାସରେ ସେ ଗୋଟିଏ ଇ-କମର୍ସ ୱେବସାଇଟରୁ ଶାର୍ଟଟିଏ ମଗାଇଥିଲେ। ଗତ ୧୮ ତାରିଖରେ ଶାର୍ଟ ତାଙ୍କ ପାଖରେ ପହଞ୍ଚିଥିଲା। ହେଲେ ଶାର୍ଟଟି ତାଙ୍କର […]

Bank Employee

Bank Employee

Jitendra Garnayak
  • Published: Sunday, 26 June 2022
  • Updated: 26 June 2022, 02:45 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ସ୍କ୍ରିନ୍ ଶେଆର ଆପ୍ଲିକେସନ ‘ଏନି ଡେସ୍କ’କୁ ବ୍ୟବହାର କରି ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ। ଠକେଇର ଶିକାର ହୋଇଥିବା ଏହି ବ୍ୟାଙ୍କ କର୍ମଚାରୀଙ୍କ ନାଁ ଲକ୍ଷ୍ମୀନାରାୟଣ ପଣ୍ଡା। ସେ ବ୍ରହ୍ମପୁର ଖୋଡ଼ାସିଂ ରାମକୃଷ୍ଣ ନଗରର ପଞ୍ଚମ ଲେନ୍‌ରେ ରହନ୍ତି।

ଗତ ମାସରେ ସେ ଗୋଟିଏ ଇ-କମର୍ସ ୱେବସାଇଟରୁ ଶାର୍ଟଟିଏ ମଗାଇଥିଲେ। ଗତ ୧୮ ତାରିଖରେ ଶାର୍ଟ ତାଙ୍କ ପାଖରେ ପହଞ୍ଚିଥିଲା। ହେଲେ ଶାର୍ଟଟି ତାଙ୍କର ପସନ ନ ହେବାରୁ ସେ ଫେରାଇବାକୁ ଚାହିଁଥିଲେ। ଏଥିପାଇଁ ସେ ସଂପୃକ୍ତ ଇ କମର୍ସ ସାଇଟ୍‌ର କଷ୍ଟମର କେୟାର ସହ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ତାହା ସମ୍ଭବ ହୋଇ ନଥିଲା।

ପରେ ତାଙ୍କ ପାଖକୁ ଗୋଟିଏ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ସଂପୃକ୍ତ ଇ କମର୍ସ ସାଇଟ୍‌ର କଷ୍ଟମର କେୟାର ଏକ୍‌ଜିକ୍ୟୁଟିଭ ବୋଲି କହି ଅନ୍‌ଲାଇନ୍‌ରେ ରିଟର୍ଣ୍ଣ ସମ୍ଭବ ହେଉନି ବୋଲି କହିଥିଲେ। ତା’ପରେ ତାଙ୍କୁ ଉକ୍ତ ବ୍ୟକ୍ତି ଏନିଡେସ୍କ ଡାଉନଲୋଡ୍ କରିବାକୁ କହିଥିଲେ। ଲକ୍ଷ୍ମୀନାରାୟଣ ଏନି ଡେସ୍କ ଡାଉନଲୋଡ କରି ଏହାର କୋଡ୍ ନମ୍ବର ସଂପୃକ୍ତ ବ୍ୟକ୍ତି ବା ସାଇବର ଠକକୁ ଦେଇଥିଲେ। ସେହି କୋଡ୍ ନମ୍ବର ବ୍ୟବହାର କରି ସାଇବର ଠକ ଲକ୍ଷ୍ମୀନାରାୟଣଙ୍କ ମୋବାଇଲ୍‌ରେ ଥିବା ସମସ୍ତ ୟୁପିଆଇ ଆଡ୍ରେସକୁ ହ୍ୟାକ କରି ଦେଇଥିଲା ଓ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୨୭ ହଜାର ଟଙ୍କା ଲୁଟି ନେଇଥିଲା। ଲକ୍ଷ୍ମୀନାରାୟଣ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story