ଅପରେସନ୍ ମୁସ୍କାନ୍  : ବ୍ୟାସନଗରରୁ ଉଦ୍ଧାର ହେଲେ ୧୯ ବାଳଶ୍ରମିକ

ଯାଜପୁର: ଅପରେସନ୍ ମୁସ୍କାନ୍  ଜରିଆରେ ବ୍ୟାସନଗର ବିଭିନ୍ନ ସ୍ଥାନରେ ଚଢାଉ କରି ୧୯ ଜଣ ବାଳଶ୍ରମିକଙ୍କୁ ଉଦ୍ଧାର କରିଛି ଯାଜପୁର ରୋଡ ପୋଲିସ। ସହରର ବିଭିନ୍ନ ହୋଟେଲ,ଢାବା,ଭ୍ୟାରେଜ ଓ ଅନ୍ୟାନ୍ୟ ବ୍ୟବସାୟ ସଂସ୍ଥା ଉପରେ ଚଢାଉ କରି ନାବାଳକ ମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଠିକଣା ଓ ପରିଚୟ ଯାଞ୍ଚ କରି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।  ଅନ୍ୟ ୭ ଜଣଙ୍କୁ ଜିଲ୍ଲା ଶିଶୁ କଲ୍ୟାଣ ଅଧିକାରୀଙ୍କ ଜିମାରେ ସ୍ଥାନୀୟ ବାଳାଶ୍ରମରେ […]

jajpur

Rakesh Mallick
  • Published: Thursday, 16 July 2015
  • , Updated: 16 July 2015, 07:56 AM IST

ଯାଜପୁର: ଅପରେସନ୍ ମୁସ୍କାନ୍  ଜରିଆରେ ବ୍ୟାସନଗର ବିଭିନ୍ନ ସ୍ଥାନରେ ଚଢାଉ କରି ୧୯ ଜଣ ବାଳଶ୍ରମିକଙ୍କୁ ଉଦ୍ଧାର କରିଛି ଯାଜପୁର ରୋଡ ପୋଲିସ। ସହରର ବିଭିନ୍ନ ହୋଟେଲ,ଢାବା,ଭ୍ୟାରେଜ ଓ ଅନ୍ୟାନ୍ୟ ବ୍ୟବସାୟ ସଂସ୍ଥା ଉପରେ ଚଢାଉ କରି ନାବାଳକ ମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଠିକଣା ଓ ପରିଚୟ ଯାଞ୍ଚ କରି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।  ଅନ୍ୟ ୭ ଜଣଙ୍କୁ ଜିଲ୍ଲା ଶିଶୁ କଲ୍ୟାଣ ଅଧିକାରୀଙ୍କ ଜିମାରେ ସ୍ଥାନୀୟ ବାଳାଶ୍ରମରେ ଛଡାଯାଇଥିବା ଥାନା ଅଧିକାରୀ ରାଜୀବ ଲୋଚନ ପଣ୍ଡା କହିଛନ୍ତି।

Related story