ଓପୋଲଫେଡ୍ ଚିକେନ୍ ଫ୍ରେସ୍ ଉଦଘାଟିତ

ଭୁବନେଶ୍ୱର; ଆଇଆରସି ଭିଲେଜ ସ୍ଥିତ ଉଦ୍ୟାନ ନିର୍ଦ୍ଦେଶାଳୟ ପରିସରରେ ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନ କୌଶଳରେ ନିର୍ମିତ ଓପୋଲଫେଡର କୁକୁଡା ମାଂସ ପ୍ରକ୍ରିୟାକରଣ ଓ ବିକ୍ରୟ କେନ୍ଦ୍ର (ଓପୋଲଫେଡ ଚିକେନ ଫ୍ରେସ) ଆଜି ଉଦଘାଟିତ ହୋଇଯାଇଛି । କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ମୁଖ୍ୟଅତିଥି ଭାବେ ଯୋଗଦେ ଏହାକୁ ଉଦଘାଟନ କରିଥିଲେ । ଓପୋଲଫେଡ ଚିକେନ ଫ୍ରେଶ ଦ୍ୱାରା ଦୈନିକ ୨ହଜାର କୁକୁଡା ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ ହୋଇପାରିବ ବୋଲି ମନ୍ତ୍ରୀ ମହାରଥୀ କହିଛନ୍ତି […]

opalfed

opalfed

Rakesh Mallick
  • Published: Wednesday, 02 September 2015
  • Updated: 03 September 2015, 02:25 AM IST

Sports

Latest News

ଭୁବନେଶ୍ୱର; ଆଇଆରସି ଭିଲେଜ ସ୍ଥିତ ଉଦ୍ୟାନ ନିର୍ଦ୍ଦେଶାଳୟ ପରିସରରେ ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନ କୌଶଳରେ ନିର୍ମିତ ଓପୋଲଫେଡର କୁକୁଡା ମାଂସ ପ୍ରକ୍ରିୟାକରଣ ଓ ବିକ୍ରୟ କେନ୍ଦ୍ର (ଓପୋଲଫେଡ ଚିକେନ ଫ୍ରେସ) ଆଜି ଉଦଘାଟିତ ହୋଇଯାଇଛି । କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ମୁଖ୍ୟଅତିଥି ଭାବେ ଯୋଗଦେ ଏହାକୁ ଉଦଘାଟନ କରିଥିଲେ । ଓପୋଲଫେଡ ଚିକେନ ଫ୍ରେଶ ଦ୍ୱାରା ଦୈନିକ ୨ହଜାର କୁକୁଡା ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ ହୋଇପାରିବ ବୋଲି ମନ୍ତ୍ରୀ ମହାରଥୀ କହିଛନ୍ତି ।

ଉଦଘାଟନୀ ଉତ୍ସବରେ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଭାଗୀୟ କମିଶନର ତଥା ଶାସନ ସଚିବ ବିଷ୍ଣୁପଦ ସେଠୀ, ପ୍ରାଣୀ ପାଳନ ଓ ଚିକିତ୍ସା ନିର୍ଦ୍ଦେଶକ ଦେବୀ ପ୍ରସାଦ ପଣ୍ଡା, ଉଦ୍ୟାନ ନିର୍ଦ୍ଦେଶକ ସୁଶାନ୍ତ କୁମାର ନନ୍ଦ, ଓପୋଲଫେଡ ସଭାପତି ସୁଷମା ପଣ୍ଡା, ଉପସଭାପତି ଗୋଦାବରୀଶ କରଣ, ସାଧାରଣ ପରିଚାଳକ ପ୍ରଶାନ୍ତ କୁମାର ବିଶ୍ୱାଳ, ସ୍ଥାନୀୟ କର୍ପୋରେଟର ସମୀର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଥିଲେ । ଏହି ବିକ୍ରୟ କେନ୍ଦ୍ରରେ ବେଶୀ କୁକୁଡା, ବନରାଜ କୁକୁଡା ଓ ବିଭିନ୍ନ ପ୍ରଜାତୀର ମାଂସଳ କୁକୁଡାର ତଟକା ମାଂସ ଖାଉଟୀଙ୍କ ଚାହିଦା ଓ ପସନ୍ଦ ମୁତାବକ ସୁଲଭ ମୂଲ୍ୟରେ ମିଳିବ । ଏହାବାଦ ଖାଉଟୀମାନଙ୍କୁ ଉଚିତ ମୂଲ୍ୟରେ ଦେଶୀ ଅଣ୍ଡା, ଫାର୍ମ ଅଣ୍ଡା (ଉଭୟ ଧଳା ଓବାଦାମୀ ରଙ୍ଗ)ର ମିଳିପାରିବ । ଶୀଘ୍ର ଭେନକୀ ଇଣ୍ଡିଆ ସହ ଓପୋଲଫେଡ ଚୁକ୍ତିନାମା କରି ବିଭିନ୍ନ ପୁଷ୍ଟିକର କୁକୁଡାଜାତ ଦ୍ରବ୍ୟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ମଧ୍ୟ ଏହି କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story