ରାଜ୍ୟ ସରକାର ଓ ASIକୁ ଜବାବ ମାଗିଲେ ହାଇକୋର୍ଟ

କଟକ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟ ଆଜି ଜବାବ ତଲବ କରିଛନ୍ତି। ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ ଜବାବ ତଲବ କରିଛନ୍ତି। ରାଜ୍ୟ ସରକାର ଓ ASIକୁ ଜବାବ ମାଗିଛନ୍ତି ହାଇକୋର୍ଟ। ୩ଟି ପ୍ରସଙ୍ଗରେ ୧୭ ତାରିଖ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କଣ ନିର୍ମାଣ ହେଉଛି? ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ରହିଛି ନା ନାହିଁ? ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ଅଛି […]

Orissa HC

Orissa HC

Manoranjan Sial
  • Published: Friday, 08 April 2022
  • Updated: 08 April 2022, 03:47 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟ ଆଜି ଜବାବ ତଲବ କରିଛନ୍ତି। ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ ଜବାବ ତଲବ କରିଛନ୍ତି। ରାଜ୍ୟ ସରକାର ଓ ASIକୁ ଜବାବ ମାଗିଛନ୍ତି ହାଇକୋର୍ଟ। ୩ଟି ପ୍ରସଙ୍ଗରେ ୧୭ ତାରିଖ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କଣ ନିର୍ମାଣ ହେଉଛି? ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ରହିଛି ନା ନାହିଁ? ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ଅଛି ନା ନାହିଁ ଜଣାଅ ବୋଲି ହାଇକୋର୍ଟ କହିଛନ୍ତି। ଏପ୍ରିଲ ୨୧ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।

ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିପାଖରେ ୧୦୦ ମିଟର ପରିଧି ଭିତରେ ବଡ଼ ବଡ଼ ଗାତ ଖୋଳି ନିର୍ମାଣ କାର୍ଯ୍ୟ କରୁଛନ୍ତି। ଏହା ବେଆଇନ୍‌ ଦର୍ଶାଇ ବୁଦ୍ଧିଜୀବୀ ଓ ବିଭିନ୍ନ ରାଜନୈତିକ ଦଳ ରାସ୍ତାକୁ ଓହ୍ଲାଇଥିଲେ। ଏଏସ୍‌ଆଇର ବିନା ଅନୁମତିରେ ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲା। ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଲା ପରେ ଏଏସ୍‌ଆଇ ସ୍ପଷ୍ଟୀକରଣ ରଖିଥିଲା। ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ୧୦୦ ମିଟର ପରିଧି ଭିତରେ ନିର୍ମାଣ କରିବାକୁ କାହାକୁ ଅନୁମତି ଦିଆଯାଇନଥିବା ସ୍ପଷ୍ଟ କରିଥିଲା। ଏହା ପରେ ବିଭିନ୍ନ ସଙ୍ଗଠନ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ।

ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଦିଲ୍ଲୀ ଦରବାରରେ ପହଞ୍ଚିଥିଲା। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇ ଏଥିରେ ସଂସ୍କୃତି ବିଭାଗ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଏହାର ଜବାବ ଦେବାକୁ ଯାଇ ବିଜେଡି ସାଂସଦ ପିନାକୀ ମିଶ୍ର କହିଥିଲେ, ଶ୍ରୀମନ୍ଦିର ପାର୍ଶ୍ୱରେ କେବଳ ଚାରିଟି ପାଇଖାନା ନିର୍ମାଣ ହେଉଛି। ଏହାଛଡ଼ା ଅନ୍ୟ କୌଣସି ନିର୍ମାଣ କାର୍ଯ୍ୟ ହେଉନି। ଏଥିପାଇଁ ଏଏସ୍‌ଆଇର ଅନୁମତି ରହିଛି ବୋଲି ସଂସଦରେ ସାଂସଦ ପିନାକୀ ମିଶ୍ର କହିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଆରୋପ ପ୍ରତ୍ୟାରୋପ ରାଜନୀତି। ଶ୍ରୀକ୍ଷେତ୍ରରେ ବିଭିନ୍ନ ସଙ୍ଗଠନ ପିନାକୀଙ୍କ ପାଇଖାନା ମନ୍ତବ୍ୟକୁ ବିରୋଧ କରିଥିଲେ। ଏପରିକି ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ସ୍ଥିତି ଅଣାୟତ ହେଉଥିବା ଦେଖି ପିନାକୀ ମିଶ୍ର ଥରେ ସ୍ପଷ୍ଟୀକରଣ ଦେଉ ଦେଉ ପୁଣି ଥରେ ମିଛ କହିଥିଲେ। ଏନ୍‌ଏମ୍‌ଏର ଚିଠି ଦେଖାଇ ଏନ୍‌ଓସି ବୋଲି କହିଥିଲେ। ଏହା ପରେ ପୁଣି ଥରେ ଅପରାଜିତା ବର୍ଷିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story