ମହିମା ମିଶ୍ରଙ୍କୁ ପୁଣି ଝଟକା: ହେବିୟସ କର୍ପସ ଆବେଦନ ହାଇକୋର୍ଟରେ ଖାରଜ

କଟକ: ଶିଳ୍ପପତି ମହିମା ମିଶ୍ରଙ୍କୁ ପୁଣି ଝଟକା। ହାଇକୋର୍ଟରେ ସେ ଦାଖଲ କରିଥିବା ହେବିୟସ କର୍ପସ ଆବେଦନ ଆଜି ଖାରଜ ହୋଇଛି।  କଟକ ପ୍ରେସ୍ ଛକ ବୋମା ମାଡ଼ ଓ ପାରାଦୀପ ତାରିଣୀଗ଼ଡ଼ା ଗୁଳିକାଣ୍ଡ ମାମଲାରେ ସେ ଜେଲରେ ଅଛନ୍ତି। ତେବେ ଏହି ମାମଲାରେ ତାଙ୍କୁ ବେଆଇନ ଭାବେ ଜେଲରେ ରଖାଯାଇଥିବା ଅଭିଯୋଗ କରି, ମହିମାଙ୍କ ପକ୍ଷରୁ ହାଇକୋର୍ଟରେ ୨ଟି ହେବିୟସ କର୍ପସ ଆବେଦନ କରାଯାଇଥିଲା। ହାଇକୋର୍ଟ ଆଜି ତାଙ୍କର ୨ଟି ଯାକ ହେବିୟସ କର୍ପସ ଆବେଦନକୁ […]

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 01:48 PM IST

କଟକ: ଶିଳ୍ପପତି ମହିମା ମିଶ୍ରଙ୍କୁ ପୁଣି ଝଟକା। ହାଇକୋର୍ଟରେ ସେ ଦାଖଲ କରିଥିବା ହେବିୟସ କର୍ପସ ଆବେଦନ ଆଜି ଖାରଜ ହୋଇଛି।  କଟକ ପ୍ରେସ୍ ଛକ ବୋମା ମାଡ଼ ଓ ପାରାଦୀପ ତାରିଣୀଗ଼ଡ଼ା ଗୁଳିକାଣ୍ଡ ମାମଲାରେ ସେ ଜେଲରେ ଅଛନ୍ତି। ତେବେ ଏହି ମାମଲାରେ ତାଙ୍କୁ ବେଆଇନ ଭାବେ ଜେଲରେ ରଖାଯାଇଥିବା ଅଭିଯୋଗ କରି, ମହିମାଙ୍କ ପକ୍ଷରୁ ହାଇକୋର୍ଟରେ ୨ଟି ହେବିୟସ କର୍ପସ ଆବେଦନ କରାଯାଇଥିଲା। ହାଇକୋର୍ଟ ଆଜି ତାଙ୍କର ୨ଟି ଯାକ ହେବିୟସ କର୍ପସ ଆବେଦନକୁ ଖାରଜ କରି ଦେଇଛନ୍ତି।

Related story