ଓଏସଆରଟିସି ଠିକା କର୍ମଚାରୀଙ୍କ ଆନ୍ଦୋଳନ: ଭଞ୍ଜନଗର ବନ୍ଦ

ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ସାତ ମାସର ବକେୟା ଦରମା ଏବଂ ଓଏସଆରଟିସି ୟୁନିଟ ସ୍ଥାନାନ୍ତରକୁ ବିରୋଧ କରି ଦଶମ ଦିନରେ ପହଞ୍ଚିଛି ଭଞ୍ଜନଗର ଓଏସଆରଟିସି ଠିକା କର୍ମଚାରୀଙ୍କ ଆନ୍ଦୋଳନ। ଭଞ୍ଜନଗର ଓଏସଆରଟିସି ୟୁନିଟକୁ ଉଚ୍ଛେଦନାମାକୁ ଠିକା କର୍ମଚାରୀ  ଜୋରଦାର ବିରୋଧ କରୁଛନ୍ତି। ଆଉ ଏହାକୁ ନେଇ ଆଜି ଭଞ୍ଜନଗରରେ ଦିନିକିଆ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ପାଳନକୁ ଭଞ୍ଜନଗରର ବିଭିନ୍ନ ସଙ୍ଗଠନ ସହଯୋଗ କରିଛନ୍ତି। ବନ୍ଦ ଯୋଗୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। […]

nb0

Tapas Behera
  • Published: Tuesday, 21 May 2019
  • , Updated: 21 May 2019, 12:04 PM IST

ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ସାତ ମାସର ବକେୟା ଦରମା ଏବଂ ଓଏସଆରଟିସି ୟୁନିଟ ସ୍ଥାନାନ୍ତରକୁ ବିରୋଧ କରି ଦଶମ ଦିନରେ ପହଞ୍ଚିଛି ଭଞ୍ଜନଗର ଓଏସଆରଟିସି ଠିକା କର୍ମଚାରୀଙ୍କ ଆନ୍ଦୋଳନ। ଭଞ୍ଜନଗର ଓଏସଆରଟିସି ୟୁନିଟକୁ ଉଚ୍ଛେଦନାମାକୁ ଠିକା କର୍ମଚାରୀ  ଜୋରଦାର ବିରୋଧ କରୁଛନ୍ତି। ଆଉ ଏହାକୁ ନେଇ

ଆଜି ଭଞ୍ଜନଗରରେ ଦିନିକିଆ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ପାଳନକୁ ଭଞ୍ଜନଗରର ବିଭିନ୍ନ ସଙ୍ଗଠନ ସହଯୋଗ କରିଛନ୍ତି। ବନ୍ଦ ଯୋଗୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏହାସହ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି।

Related story