ନିଲାମ୍‌ ହେବ ୧୬ ଖଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୬ଟି ଖଣି ନିଲାମ ହେବ। ଏଥିରେ ୧୦ଟି ଲୁହାପଥର ଓ ୬ଟି ଅନ୍ୟ ଖଣି ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଆଜି ଏହି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି,“ମାର୍ଚ୍ଚ ସୁଦ୍ଧା ନିଲାମ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ଅନୁମତି ନିଆଯାଇ ନିଲାମ କରାଯିବ।” ମନ୍ତ୍ରୀ କହିଛନ୍ତି,“ଖଣି ଦୁର୍ନୀତିରେ ଜରିମାନା ଦେଇ […]

56666ioo

Tapaswini Nayak
  • Published: Tuesday, 04 December 2018
  • , Updated: 04 December 2018, 02:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୬ଟି ଖଣି ନିଲାମ ହେବ। ଏଥିରେ ୧୦ଟି ଲୁହାପଥର ଓ ୬ଟି ଅନ୍ୟ ଖଣି ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଆଜି ଏହି ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି,“ମାର୍ଚ୍ଚ ସୁଦ୍ଧା ନିଲାମ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ଅନୁମତି ନିଆଯାଇ ନିଲାମ କରାଯିବ।”

ମନ୍ତ୍ରୀ କହିଛନ୍ତି,“ଖଣି ଦୁର୍ନୀତିରେ ଜରିମାନା ଦେଇ ନ ଥିବା ୬ଟି ଖଣିର ଲିଜ୍ ବାତିଲ୍ ହୋଇଛି। ୩୧ଟି ଖଣି ଜରିମାନା ଦେବାରେ ଖିଲାପ କରିଛନ୍ତି। ୨୫ଟି ଖଣି ମାଲିକ କୋର୍ଟରୁ ରହିତାଦେଶ ଆଣିଛନ୍ତି।”

p

Related story