ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଛି ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଓଟିଇଟି ରେଜଲ୍ଟ। ବୋର୍ଡର ୱେବସାଇଟ www.bseodisha.ac.inକୁ ଯାଇ ପରୀକ୍ଷାର୍ଥୀ ନିଜ ଫଳାଫଳ ଦେଖିପାରିବେ। ପ୍ରଥମେ ଜାନୁଆରୀ ମାସ ୧୬ ତାରିଖରେ ଅଫ୍‌ଲାଇନରେ ପରୀକ୍ଷା ହୋଇଥିଲା। ପ୍ରଶ୍ନପତ୍ର ଲିକ୍ କାରଣରୁ ଏହି ପରୀକ୍ଷା  ବାତିଲ କରାଯାଇଥିଲା। ଏହା ପରେ ଅଗଷ୍ଟ ୫ରୁ ୧୮ ତାରିଖ ଯାଏ ଅନଲାଇନ୍‌ରେ ପରୀକ୍ଷା ହୋଇଥିଲା। ପରୀକ୍ଷା ପରେ Answer Key ଭୁଲ୍ ପ୍ରକାଶ ପାଇବାରୁ ବିଭ୍ରାଟ ଦେଖାଦେଇଥିଲା। ଏନେଇ ବୋର୍ଡ […]

otet-1

Tapaswini Nayak
  • Published: Friday, 22 November 2019
  • , Updated: 22 November 2019, 08:05 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଛି ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଓଟିଇଟି ରେଜଲ୍ଟ। ବୋର୍ଡର ୱେବସାଇଟ www.bseodisha.ac.inକୁ ଯାଇ ପରୀକ୍ଷାର୍ଥୀ ନିଜ ଫଳାଫଳ ଦେଖିପାରିବେ।

ପ୍ରଥମେ ଜାନୁଆରୀ ମାସ ୧୬ ତାରିଖରେ ଅଫ୍‌ଲାଇନରେ ପରୀକ୍ଷା ହୋଇଥିଲା। ପ୍ରଶ୍ନପତ୍ର ଲିକ୍ କାରଣରୁ ଏହି ପରୀକ୍ଷା  ବାତିଲ କରାଯାଇଥିଲା। ଏହା ପରେ ଅଗଷ୍ଟ ୫ରୁ ୧୮ ତାରିଖ ଯାଏ ଅନଲାଇନ୍‌ରେ ପରୀକ୍ଷା ହୋଇଥିଲା। ପରୀକ୍ଷା ପରେ Answer Key ଭୁଲ୍ ପ୍ରକାଶ ପାଇବାରୁ ବିଭ୍ରାଟ ଦେଖାଦେଇଥିଲା। ଏନେଇ ବୋର୍ଡ ଅଫିସ ମଧ୍ୟ ଘେରାଉ କରାଯାଇଥିଲା। ବହୁ ବାଦବିବାଦ ପରେ ଏହାର ଫଳ ଏବେ ପ୍ରକାଶ ପାଇଛି। 

Related story