ଓଟିଭି ପକ୍ଷରୁ ୪ ଅଲିମ୍ପିକ୍‌ ଖେଳାଳି ସମ୍ୱର୍ଦ୍ଧିତ

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଆଜି ୪ ଅଲିମ୍ପିଆନ୍‌ଙ୍କୁ ଓଟିଭି ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଛି। ସେମାନେ ହେଲେ ଭାରତୀୟ ହକି ଦଳର ସଦସ୍ୟା ଲିଳିମା ମିଞ୍ଜ୍, ନମିତା ଟପ୍ପୋ, ସୁନୀତା ଲାକ୍ରା ଓ ଦୀପଗ୍ରେସ୍‌ ଏକ୍କା। ଏହି ଖେଳାଳିମାନଙ୍କୁ ଓଟିଭି ନେଟୱର୍କର କୋ ଫାଉଣ୍ଡର୍ ଜଗି ମଙ୍ଗତ ପଣ୍ଡା ସମ୍ୱର୍ଦ୍ଧିତ କରିଥିଲେ। ଏହି ଅବସରରେ ୪ ଖେଳାଳି ସେମାନଙ୍କ ରିଓ  ଅଲିମ୍ପିକ୍‌ର ଅନୁଭୂତି ବାଣ୍ଟିଥିଲେ।

sports

Rakesh Mallick
  • Published: Monday, 29 August 2016
  • , Updated: 29 August 2016, 02:52 PM IST

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଆଜି ୪ ଅଲିମ୍ପିଆନ୍‌ଙ୍କୁ ଓଟିଭି ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଛି। ସେମାନେ ହେଲେ ଭାରତୀୟ ହକି ଦଳର ସଦସ୍ୟା ଲିଳିମା ମିଞ୍ଜ୍, ନମିତା ଟପ୍ପୋ, ସୁନୀତା ଲାକ୍ରା ଓ ଦୀପଗ୍ରେସ୍‌ ଏକ୍କା।

ଏହି ଖେଳାଳିମାନଙ୍କୁ ଓଟିଭି ନେଟୱର୍କର କୋ ଫାଉଣ୍ଡର୍ ଜଗି ମଙ୍ଗତ ପଣ୍ଡା ସମ୍ୱର୍ଦ୍ଧିତ କରିଥିଲେ। ଏହି ଅବସରରେ ୪ ଖେଳାଳି ସେମାନଙ୍କ ରିଓ  ଅଲିମ୍ପିକ୍‌ର ଅନୁଭୂତି ବାଣ୍ଟିଥିଲେ।

Related story