ଆତ୍ମହତ୍ୟା ପୂର୍ବରୁ କାହିଁକି ୧୦୦କୁ ଡାଏଲ୍‌ କରିଥିଲେ ପ୍ରଫେସର ବାସନ୍ତୀ ଜେନା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରିପାରିକ ଅଶାନ୍ତି ନା ପରକୀୟ ପ୍ରୀତି? କେଉଁ କାରଣ ପାଇଁ ଆତ୍ମହତ୍ୟାର ରାସ୍ତା ବାଛିଲେ ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର ବାସନ୍ତୀ ଜେନା? କମିଶନରେଟ୍‌ ପୁଲିସ ରହସ୍ୟଭେଦ ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟା ପୂର୍ବରୁ ବାସନ୍ତୀ ୧୦୦କୁ ଡାଏଲ୍‌ କରିଥିଲେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବାସନ୍ତୀଙ୍କ ସ୍ୱାମୀ ଦେବୀପ୍ରସନ୍ନ। ତେବେ ସେ କାହିଁକି ଫୋନ୍‌ କରିଥିଲେ? ହେଲ୍‌ପ ଲାଇନ୍‌ ସହ କଥା ହୋଇଛନ୍ତି ନା ନାହିଁ, ତାହା ରହସ୍ୟ ଘେରରେ ରହିଛି। […]

Basanti jena

Basanti jena

Manoranjan Sial
  • Published: Friday, 11 February 2022
  • Updated: 11 February 2022, 08:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରିପାରିକ ଅଶାନ୍ତି ନା ପରକୀୟ ପ୍ରୀତି? କେଉଁ କାରଣ ପାଇଁ ଆତ୍ମହତ୍ୟାର ରାସ୍ତା ବାଛିଲେ ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର ବାସନ୍ତୀ ଜେନା? କମିଶନରେଟ୍‌ ପୁଲିସ ରହସ୍ୟଭେଦ ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟା ପୂର୍ବରୁ ବାସନ୍ତୀ ୧୦୦କୁ ଡାଏଲ୍‌ କରିଥିଲେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବାସନ୍ତୀଙ୍କ ସ୍ୱାମୀ ଦେବୀପ୍ରସନ୍ନ। ତେବେ ସେ କାହିଁକି ଫୋନ୍‌ କରିଥିଲେ? ହେଲ୍‌ପ ଲାଇନ୍‌ ସହ କଥା ହୋଇଛନ୍ତି ନା ନାହିଁ, ତାହା ରହସ୍ୟ ଘେରରେ ରହିଛି। ପୁଲିସ୍‌ ସବୁ ଦିଗକୁ ନେଇ ତଦନ୍ତ କରୁଛି ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି।

ଭୁବନେଶ୍ୱର ସ୍ଥିତ ଓୟୁଏଟିର ପ୍ରାଣୀ ପ୍ରସୂତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ହେଉଛନ୍ତି ବାସନ୍ତୀ ଜେନା। ତାଙ୍କ ସ୍ୱାମୀ ହେଉଛନ୍ତି ପ୍ରଫେସର ଦେବୀ ପ୍ରସନ୍ନ ଦାସ। ସେ ଓୟୁଏଟିର ଭେଟେନାରୀ ପାଥୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର। ତାଙ୍କର ୬ ବର୍ଷର ପୁଅ ମଧ୍ୟ ଅଛି।

ଗୁରୁବାର ସନ୍ଧ୍ୟାରେ ଦେବୀ ପ୍ରସନ୍ନ ୬ ବର୍ଷର ମାନସିକ ଅନଗ୍ରସର ପୁଅକୁ ଧରି ବାହାରକୁ ଯାଇଥିଲେ। ପ୍ରାୟ ୪୦ ମିନିଟ୍‌ ପରେ ଘରକୁ ଫେରିଥିଲେ ଦେବୀ। ହେଲେ ଗେଟ୍‌ରେ ଭିତର ପଟୁ ତାଲା ପଡ଼ିଥିବାରୁ ଯାଇ ପାରିନଥିଲେ। ପରେ ଗେଟ୍ ଡେଇଁ ଘରେ ପଶିଥିଲେ। ସେତେବେଳେ ପତ୍ନୀ ବାସନ୍ତୀଙ୍କୁ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ପଡ଼ୋଶୀ ଓ ପୁଲିସକୁ ଖବର ଦେଇଥିଲେ ବୋଲି ଦେବୀ ପ୍ରସନ୍ନ ଦାସ କହିଛନ୍ତି।

ତେବେ ସ୍ୱାମୀ ଦେବୀ ପ୍ରସନ୍ନଙ୍କ କଥାକୁ ବିଶ୍ୱାସ କରି ପାରୁନାହାନ୍ତି ବାସନ୍ତୀଙ୍କ ବାପଘର ଲୋକ। ଉଚ୍ଚଶିକ୍ଷିତା ଓ ଉଚ୍ଚ ପଦବୀରେ ଥାଇ କେଉଁ ପରିସ୍ଥିତିରେ ଝିଅ ଏଭଳି ନିଷ୍ପତ୍ତି ନେଲା? ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବାସନ୍ତୀଙ୍କ ବାପା ଗଜେନ୍ଦ୍ର ଜେନା। ସେ ଅଭିଯୋଗ କରିଛନ୍ତି, ଜ୍ୱାଇଁ ଦେବୀପ୍ରସନ୍ନ ସବୁବେଳେ ମଦ୍ୟପାନ କରୁଥିଲେ। ଏହାକୁ ନେଇ ସ୍ୱାମୀ -ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ପୁଅ ମାନସିକ ଅନଗ୍ରସର ହୋଇଥିଲେ ମଧ୍ୟ ଦେବୀପ୍ରସନ୍ନ ତାର ଉଚିତ୍ ଦାୟିତ୍ୱ ନେଉନଥିବା ସେ ଅଭିଯୋଗ କରିଛନ୍ତି। ସେହିପରି କିଛି ଦିନ ହେବ ପତି-ପତ୍ନୀଙ୍କ ସମ୍ପର୍କରେ ତୃତୀୟ ମହିଳାଙ୍କ ଅନୁପ୍ରବେଶ ଘଟିଥିବା ସେ ସୂଚନା ଦେଇଥିଲେ। ତେବେ ଏ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦେବୀପ୍ରସନ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story