କଟକ ଟାଉନରୁ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୬୨ ଲୋକାଲ୍‌ କେସ

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରୁ ଆଜି ଆଉ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬୨ରୁ ୧୦୦ କ୍ୱାରେଣ୍ଟାଇନ୍‌ରେ ଓ ୬୨ ଲୋକାଲ କଣ୍ଟା କେସ୍‌ ଅଛନ୍ତି। ଏନେଇ କଟକ ମହାନଗର ନିଗମ (ସିଏମ୍‌ସି) ଟ୍ୱିଟ୍‌ କରିଛି। #COVID19 update in Cuttack city (CMC area) Out of the 222 new COVID-19 +ve cases reported today in #Cuttack district, 162 +ve cases belong to Cuttack city (CMC area). […]

cuttack

Manoranjan Sial
  • Published: Wednesday, 19 August 2020
  • , Updated: 19 August 2020, 05:55 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରୁ ଆଜି ଆଉ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬୨ରୁ ୧୦୦ କ୍ୱାରେଣ୍ଟାଇନ୍‌ରେ ଓ ୬୨ ଲୋକାଲ କଣ୍ଟା କେସ୍‌ ଅଛନ୍ତି। ଏନେଇ କଟକ ମହାନଗର ନିଗମ (ସିଏମ୍‌ସି) ଟ୍ୱିଟ୍‌ କରିଛି।

https://twitter.com/CMCCuttack/status/1296046222176747521?s=20

ଆଜି ଚାଉଳିଆଗଞ୍ଜ ତଳସାହିରୁ ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଥୋରିଆ ସାହିରୁ ୧୭, ନୂଆବଜାରରୁ ୧୦, ଖାନ୍‌ ନଗରରୁ ୪, ଭାଣପୁରରୁ ୩, ବକ୍ସି ବଜାରରୁ ୨, ମଠସାହିରୁ ୧୫, ବିଦ୍ୟାଧରପୁରରୁ ୫, ନୂଆବଜାରରୁ ୪, ତୁଳସୀପୁରରୁ ୩  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସିଏମ୍‌ସି ଅଞ୍ଚଳରେ ଆଜି ସୁଦ୍ଧା ୨୬୭୮ କରୋନା ଆକ୍ରାନ୍ତ ଚିହ୍ନଟ। ସେଥିରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬୪୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୧୦୧୮ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story