ବାହାଘର ଭୋଜି ଖାଇ ୪୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଜୋଡ଼ଯୋଙ୍ଗା ଡିଏନ୍‌କେ ଗାଁରେ ବାହାଘର ଭୋଜି ଖାଇ ୪୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶିଶୁ ଓ ମହିଳା ଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କୁ ନିକଟ ହାଟଭରଣ୍ଡି ଓ ଜୋଡିଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏକ ଡାକ୍ତରୀଦଳ ଉକ୍ତ ଗାଁକୁ ଯାଇ ଅନ୍ୟ ଲୋକଙ୍କୁ ଚିକିତ୍ସା କରୁଛନ୍ତି। ସୂଚନାଯୋଗ୍ୟ, ଗତକାଲି ଉକ୍ତ ଗାଁରେ ବିରେନ ଘରାମିଙ୍କ ପୁଅ ବିବାହର ଭୋଜି ଖାଇ ୪୦୦ ରୁ ଅଧିକ ଲୋକ […]

umrcoat

Rakesh Mallick
  • Published: Monday, 03 July 2017
  • , Updated: 03 July 2017, 01:24 PM IST

ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଜୋଡ଼ଯୋଙ୍ଗା ଡିଏନ୍‌କେ ଗାଁରେ ବାହାଘର ଭୋଜି ଖାଇ ୪୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶିଶୁ ଓ ମହିଳା ଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କୁ ନିକଟ ହାଟଭରଣ୍ଡି ଓ ଜୋଡିଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏକ ଡାକ୍ତରୀଦଳ ଉକ୍ତ ଗାଁକୁ ଯାଇ ଅନ୍ୟ ଲୋକଙ୍କୁ ଚିକିତ୍ସା କରୁଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଉକ୍ତ ଗାଁରେ ବିରେନ ଘରାମିଙ୍କ ପୁଅ ବିବାହର ଭୋଜି ଖାଇ ୪୦୦ ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।

Related story