କରୋନା ରୋଗୀଙ୍କ ପାଇଁ ସଞ୍ଜିବନୀ ନେଇ ଯାଉଥିବା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, ଭଲ କାମ କଲା ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇ ଓଡିଶା ଦେଶର ସଙ୍କଟ ମୋଚକ ସାଜିଥିବାବେଳେ ଓଡିଶା ପୁଲିସ ମଧ୍ୟ ସକ୍ରିୟତାର ସହ ଏହି ଅଭିଯାନକୁ  ସଫଳ ରୂପ ଦେବାରେ ଲାଗିଛି। ବିଜୟୱାଡାକୁ ଅକ୍ସିଜେନ ନେଇ ଯାଉଥିବା ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବାପରେ ଓଡିଶା ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  ଏହାକୁ ଗନ୍ତବ୍ୟସ୍ଥଳକୁ ଛାଡିଛି। ଅନୁଗୁଳ ଜିଲ୍ଲା ବଅଁରପାଳ ନିକଟରେ ଏହି ଗାଡିଟି ହଠାତ  ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଅନୁଗୁଳ ପୁଲିସ  ତୁରନ୍ତ ଘଟଣାସ୍ଥଳରେ ପହଂଚି […]

nmn

nmn

Tapas Behera
  • Published: Thursday, 13 May 2021
  • Updated: 13 May 2021, 03:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇ ଓଡିଶା ଦେଶର ସଙ୍କଟ ମୋଚକ ସାଜିଥିବାବେଳେ ଓଡିଶା ପୁଲିସ ମଧ୍ୟ ସକ୍ରିୟତାର ସହ ଏହି ଅଭିଯାନକୁ  ସଫଳ ରୂପ ଦେବାରେ ଲାଗିଛି। ବିଜୟୱାଡାକୁ ଅକ୍ସିଜେନ ନେଇ ଯାଉଥିବା ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବାପରେ ଓଡିଶା ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  ଏହାକୁ ଗନ୍ତବ୍ୟସ୍ଥଳକୁ ଛାଡିଛି।

ଅନୁଗୁଳ ଜିଲ୍ଲା ବଅଁରପାଳ ନିକଟରେ ଏହି ଗାଡିଟି ହଠାତ  ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଅନୁଗୁଳ ପୁଲିସ  ତୁରନ୍ତ ଘଟଣାସ୍ଥଳରେ ପହଂଚି ଗାଡିକୁ ଉଦ୍ଧାର କରିବା ସହ ମେକାନିକ ଡକାଇ ଏହାକୁ ଠିକ କରାଇଥିଲେ। ପରେ ସଙ୍ଗେ ସଙ୍ଗେ ଏହାକୁ ବିଜୟୱାଡାକୁ ପଠାଇଦେଇଥିଲେ । ପୂର୍ବରୁ ଗତ ୮ ତାରିଖରେ ଅକ୍କ୍ସିଜେନ ବୋଝେଇ ଦୁଇଟି ଟ୍ୟାଙ୍କର ହିନ୍ଦୋଳ ଏବଂ ବାଙ୍କି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହେଲେ ପୁଲିସ ଟିମ ପହଂଚି ଜେସିବି ଓ କ୍ରେନ ଦ୍ୱାରା ଗାଡିକୁ ଉଦ୍ଧାର କରିଥିଲେ ।

ପରେ ଗାଡିକୁ ମରାମତି କରି ତୁରନ୍ତ ଗନ୍ତବ୍ୟସ୍ଥଳକୁ  ପଠାଇଥିଲେ । ଓଡିଶା ପୋଲିସର ସୂଚନା ଅନୁଯାୟୀ ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରୁ ୬୩୩ଟି ଟ୍ୟାଙ୍କର ପୋଲିସ ନୀରିକ୍ଷଣରେ ଅଛି।  ଅକ୍ସିଜେନ ଅଭାବ ଦେଖାଦେଇଥିବା ଦେଶର ୧୨ଟି ରାଜ୍ୟକୁ ପଠାସରିଛି । ଆଇନ ଶୃଙ୍ଖଳା ଏଡିଜି ଜଶୱନ୍ତ ଜେଠୱାଙ୍କ ନେତୃତ୍ୱରେ ଏଥିପାଇଁ ଏକ ସ୍ପେସାଲ୍ ସେଲ୍ ଗଠନ କରାଯାଇଛି, ଯାହା ଅକ୍ସିଜେନ ପରିବହନଠାରୁ ଯୋଗାଣ ଯାଏଁ ସମସ୍ତ କାର୍ଯ୍ୟର ସଞ୍ଚାଳନା ଦାୟିତ୍ୱ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story