ପାଳଲହଡା: ତୃଟିପୂର୍ଣ୍ଣ ଅସ୍ତ୍ରୋପ୍ରଚାର ପ୍ରତିବାଦରେ ବିଜେପିର ଗଣଧାରଣା

ପାଳଲହଡ଼ା: ପାଲଲହଡ଼ା ହସ୍ପପିଟାଲରେ  ତୃଟିପୂର୍ଣ୍ଣ ଅସ୍ତ୍ରୋପ୍ରଚାର  ଅଭିଯୋଗ ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଡାକ୍ତରଖାନା ସମ୍ମୁଖରେ ଗଣ ଧାରଣା ଦିଆଯାଇଛି। ଗତ ମେ ମାସ ୧୩ ତାରିଖରେ  ପେଚାମୁଣ୍ଡି ପଞ୍ଚାୟତ ଗ୍ରାମର ସୁଭଦ୍ରା ମହାନ୍ତ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।  ତୃଟିପୂର୍ଣ୍ଣ ଅସ୍ତ୍ରୋପ୍ରଚାର ଯୋଗୁ ମହିଳା ଜଣଙ୍କ ଜୀବନ ସହ ସଂଗ୍ରାମ କରୁଛନ୍ତି ବୋଲି  ଅଭିଯୋଗ ହୋଇଥିଲା। ଏହାର  ପ୍ରତିବାଦରେ ପାଲଲହଡା ବିଜେପି ଶାଖା ପକ୍ଷରୁ  ଡାକ୍ତରଖାନା ସମ୍ମୁଖରେ ଗଣଧାରଣା  ଦିଆଯାଇଛି।

darana

Rakesh Mallick
  • Published: Monday, 03 August 2015
  • , Updated: 03 August 2015, 07:27 AM IST

Related story