ଜୁଲାଇରେ ଆସିପାରନ୍ତି ପଙ୍ଗପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତିସଂଘର ଆକଳନ ଅନୁଯାୟୀ, ଜୁଲାଇରେ ଓଡ଼ିଶାକୁ ନୂଆ ପଙ୍ଗପାଳ ଦଳ ଆସିପାରନ୍ତି। କିନ୍ତୁ ଓଡ଼ିଶାକୁ ପଙ୍ଗପାଳ ଓଡ଼ିଶା ଆସିବେ କି ନାହିଁ, ତାହା ଆଉ ୪/୫ ଦିନରେ ଜଣାପଡ଼ିବ। ପଙ୍ଗପାଳ ଆଗମନ ସଂପର୍କରେ ସୂଚନା ଦେଇ ଏପରି କହିଛନ୍ତି କୃଷି ନିର୍ଦ୍ଦେଶକ ଏମ୍. ମୁଥୁକୁମାର। ପଙ୍ଗପାଳ ଏବେ ମଧ୍ୟପ୍ରଦେଶର ସାଦେନା ଓ ପଂହା ଜିଲ୍ଲାରେ ଅଛନ୍ତି। ସେଠାରେ ସେମାନେ ଦୁର୍ବଳ ହୋଇଯାଇଛନ୍ତି। ଆଉ ଛତିଶଗଡ଼ ଆସିବେନି। ଆମେ ଆଉ ୫ ଦିନ ଅପେକ୍ଷା କରୁଛୁ […]

pangapal-1

Niharika Rout
  • Published: Monday, 08 June 2020
  • , Updated: 08 June 2020, 01:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତିସଂଘର ଆକଳନ ଅନୁଯାୟୀ, ଜୁଲାଇରେ ଓଡ଼ିଶାକୁ ନୂଆ ପଙ୍ଗପାଳ ଦଳ ଆସିପାରନ୍ତି। କିନ୍ତୁ ଓଡ଼ିଶାକୁ ପଙ୍ଗପାଳ ଓଡ଼ିଶା ଆସିବେ କି ନାହିଁ, ତାହା ଆଉ ୪/୫ ଦିନରେ ଜଣାପଡ଼ିବ। ପଙ୍ଗପାଳ ଆଗମନ ସଂପର୍କରେ ସୂଚନା ଦେଇ ଏପରି କହିଛନ୍ତି କୃଷି ନିର୍ଦ୍ଦେଶକ ଏମ୍. ମୁଥୁକୁମାର।

ପଙ୍ଗପାଳ ଏବେ ମଧ୍ୟପ୍ରଦେଶର ସାଦେନା ଓ ପଂହା ଜିଲ୍ଲାରେ ଅଛନ୍ତି। ସେଠାରେ ସେମାନେ ଦୁର୍ବଳ ହୋଇଯାଇଛନ୍ତି। ଆଉ ଛତିଶଗଡ଼ ଆସିବେନି। ଆମେ ଆଉ ୫ ଦିନ ଅପେକ୍ଷା କରୁଛୁ ଓ ସବୁଦିନ ମନିଟରିଂ କରୁଛୁ ।  କେନ୍ଦ୍ର ସରକାର ମାର୍ଗଦର୍ଶିକା ଦେଇଛନ୍ତି। ଆମେ ସେହି ଅନୁଯାୟୀ ପଦକ୍ଷେପ ନେବୁ ବୋଲି କହିଛନ୍ତି କୃଷି ନିର୍ଦ୍ଦେଶକ।

Related story