୧୨ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ପୁତନା ସଂରକ୍ଷିତ ଜଙ୍ଗଲରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାର ଓଜନ ପ୍ରାୟ ୧୨ କେଜି ହେବ। ବାହାର ରାଜ୍ୟକୁ ଚାଲାଣ ପାଇଁ  ଦୁର୍ବୃତ୍ତମାନେ ଏହି ବଜ୍ରକାପ୍ତାକୁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିଲେ ବୋଲି କୁହାଯାଉଛି। ଗତକାଲି ସନ୍ଧ୍ୟାରେ ବୌଦ୍ଧ ରେଂଜ ଅଫିସର ଆଶିଷ କହଁରଙ୍କ ନେତୃତ୍ୱରେ ଏକ ଟିମ୍‌ ପୁତନା ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ।

888mm

Tapaswini Nayak
  • Published: Tuesday, 29 October 2019
  • , Updated: 29 October 2019, 10:33 AM IST

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ପୁତନା ସଂରକ୍ଷିତ ଜଙ୍ଗଲରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାର ଓଜନ ପ୍ରାୟ ୧୨ କେଜି ହେବ। ବାହାର ରାଜ୍ୟକୁ ଚାଲାଣ ପାଇଁ  ଦୁର୍ବୃତ୍ତମାନେ ଏହି ବଜ୍ରକାପ୍ତାକୁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିଲେ ବୋଲି କୁହାଯାଉଛି।

ଗତକାଲି ସନ୍ଧ୍ୟାରେ ବୌଦ୍ଧ ରେଂଜ ଅଫିସର ଆଶିଷ କହଁରଙ୍କ ନେତୃତ୍ୱରେ ଏକ ଟିମ୍‌ ପୁତନା ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ।

Related story