ଟ୍ରକ ଧକ୍କାରେ ଶ୍ୱଶୁର-ଜ୍ୱାଇଁ ମୃତ,ଚଣ୍ଡିଖୋଲ-ପାରାଦୀପ ରାସ୍ତା ଅବରୋଧ

ପାରାଦୀପ: ପାରାଦୀପ ହାତୀଟାଙ୍କି ନିକଟରେ ଆଜି ଟ୍ରକ ଧକ୍କାରେ ଶ୍ୱଶୁର-ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦିବାକର ପରିଡ଼ା ଓ ତାଙ୍କ ଜ୍ୱାଇଁ ବେଣୁଧର ତରାଇ। ଉଭୟେ ଏକ ମୋଟର ସାଇକେଲରେଯାଉଥିବା ବେଳେ ହାତୀଟାଙ୍କି ନିକଟରେ  ତାଙ୍କୁ  ଏକ ଟ୍ରକ ଧକ୍କା ଦେଇଥିଲା। ଏହି ଘଟଣା ପରେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ଚଣ୍ଡିଖୋଲ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି। ଶ୍ୱଶୁର ଦିବାକରଙ୍କ ଘର ମଙ୍ଗରାଜପୁରରେ ହୋଇଥିବା ବେଳେ ଜ୍ୱାଇଁଙ୍କ ଘର ନୁଣୁଖିଆରେ ବୋଲି ଜଣାପଡ଼ିଛି।

paradeep

Rakesh Mallick
  • Published: Saturday, 08 October 2016
  • , Updated: 08 October 2016, 11:12 AM IST

Related story