ପାରାଦୀପରେ ପାଳନ ହେଲା ବିଜୁ ଜନ୍ମ ଶତବାର୍ଷିକୀ

ପାରାଦୀପ: ପାରାଦୀପରେ ମଧ୍ୟ ଆଜି ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଇଛି। ରାଜ୍ୟ ଅବକାରୀ ଓ ସମବାୟମନ୍ତ୍ରୀ ଦାମୋଦର ରାଉତ ଅଠରବାଙ୍କିଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ପରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା କରାଯାଇଥିଲା। ବିଜୁ  ମୋମୋରିଆଲ୍ ଟ୍ରଷ୍ଟ୍ ପକ୍ଷରୁ ମନ୍ତ୍ରୀ ଦାମୋଦର ରାଉତଙ୍କ ନେତୃତ୍ୱରେ ଉତ୍ସବର ଆୟୋଜନ କରାଯାଇଛି। ପାରାଦୀପ ଟ୍ରଷ୍ଟ କାର୍ଯ୍ୟାଳୟ ନିକଟରେ ବିଜୁବାବୁଙ୍କ ଜୀବନୀ ଉପରେ ଏକ ଫଟୋ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ସେହିପରି ସର୍ବସାଧାରଣରେ ପ୍ରଦର୍ଶନ […]

paradeep

Rakesh Mallick
  • Published: Saturday, 05 March 2016
  • , Updated: 05 March 2016, 06:19 AM IST

ପାରାଦୀପ: ପାରାଦୀପରେ ମଧ୍ୟ ଆଜି ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଇଛି। ରାଜ୍ୟ ଅବକାରୀ ଓ ସମବାୟମନ୍ତ୍ରୀ ଦାମୋଦର ରାଉତ ଅଠରବାଙ୍କିଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ପରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା କରାଯାଇଥିଲା। ବିଜୁ  ମୋମୋରିଆଲ୍ ଟ୍ରଷ୍ଟ୍ ପକ୍ଷରୁ ମନ୍ତ୍ରୀ ଦାମୋଦର ରାଉତଙ୍କ ନେତୃତ୍ୱରେ ଉତ୍ସବର ଆୟୋଜନ କରାଯାଇଛି।

ପାରାଦୀପ ଟ୍ରଷ୍ଟ କାର୍ଯ୍ୟାଳୟ ନିକଟରେ ବିଜୁବାବୁଙ୍କ ଜୀବନୀ ଉପରେ ଏକ ଫଟୋ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ସେହିପରି ସର୍ବସାଧାରଣରେ ପ୍ରଦର୍ଶନ ପାଇଁ ଏକ ପ୍ରାମାଣିକ ଚଳଚ୍ଚିତ୍ର ମଧ ପ୍ରସ୍ତୁତ କରାଯାଇଛି।

Related story