ପାରଳା ଗଣ ଆତ୍ମହତ୍ୟା ଘଟଣା: ବ୍ୟାନର ପ୍ରିଣ୍ଟିଂ ପ୍ରେସ୍‌ ମାଲିକଙ୍କୁ ପଚରାଉଚରା

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜା ପ୍ରତିଷ୍ଠାନର ପୂର୍ବତନ ମ୍ୟାନେଜର ଅନଙ୍ଗମଞ୍ଜରୀ ପାତ୍ର ଓ ତାଙ୍କ ୩ ଭାଇଭଉଣୀଙ୍କ ଆତ୍ମହତ୍ୟା ଘଟଣାର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିଛି ଏସ୍‌ଆଇଟି। ଆଜି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ଆଡିସିନାଲ ଡିଜିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ପାରଳାଖେମୁଣ୍ଡିରେ ପହଞ୍ଚି ରାଜପ୍ରାସାଦ ସମ୍ମୁଖରେ ଲାଗିଥିବା ବ୍ୟାନର ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି। ଏହାଛଡ଼ା ବ୍ୟାନର ତିଆରି କରିଥିବା ଅଫ୍‌ସେଟ୍‌ ପ୍ରିଣ୍ଟିଂ ପ୍ରେସ୍‌ ମାଲିକ ନାରାୟଣ ମହାପାତ୍ରଙ୍କୁ ପଚରାଉଚରା କରିଛି। ୨୦୧୧ ମସିହାରେ ୨୭ […]

parala banner

parala banner

Rakesh Mallick
  • Published: Monday, 19 September 2016
  • Updated: 19 September 2016, 10:37 PM IST

Sports

Latest News

paralaପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜା ପ୍ରତିଷ୍ଠାନର ପୂର୍ବତନ ମ୍ୟାନେଜର ଅନଙ୍ଗମଞ୍ଜରୀ ପାତ୍ର ଓ ତାଙ୍କ ୩ ଭାଇଭଉଣୀଙ୍କ ଆତ୍ମହତ୍ୟା ଘଟଣାର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିଛି ଏସ୍‌ଆଇଟି। ଆଜି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ଆଡିସିନାଲ ଡିଜିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ପାରଳାଖେମୁଣ୍ଡିରେ ପହଞ୍ଚି ରାଜପ୍ରାସାଦ ସମ୍ମୁଖରେ ଲାଗିଥିବା ବ୍ୟାନର ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି। ଏହାଛଡ଼ା ବ୍ୟାନର ତିଆରି କରିଥିବା ଅଫ୍‌ସେଟ୍‌ ପ୍ରିଣ୍ଟିଂ ପ୍ରେସ୍‌ ମାଲିକ ନାରାୟଣ ମହାପାତ୍ରଙ୍କୁ ପଚରାଉଚରା କରିଛି। ୨୦୧୧ ମସିହାରେ ୨୭ ସେଣ୍ଟ ଜମି କିଣିବା ସମ୍ପର୍କରେ ପି.ଶୁଭଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ସାଇ ରାଜୁଙ୍କୁ ଏସ୍‌ଆଇଟି ପଚରାଉଚରା କରିଥିଲେ।

ପ୍ରିଣ୍ଟିଂ ପ୍ରେସ୍‌ ମାଲିକ ନାରାୟଣ ମହାପାତ୍ର କହିଛନ୍ତି, “ବ୍ୟାନର ନିର୍ମାଣ ନେଇ ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରେ ଦେବୀ ପ୍ରସାଦ ଦାସ ନାମକ ଜଣେ ବ୍ୟକ୍ତି ମୋତେ ହ୍ୱାଟ୍ସଆପ୍‌ରେ ମେସେଜ କରିଥିଲେ। ସେ ସମ୍ପର୍କରେ ଯାହା ମୋତେ ପଚାରିଥିଲେ ମୁଁ ସମସ୍ତ ତଥ୍ୟ ଦେଇଛି।”

ଜମି କିଣିଥିବା ସାଇ ରାଜୁ କହିଛନ୍ତି,“ଜମି କେବେ, କେଉଁଠି ଓ କେତେ ଟଙ୍କାରେ କିଣିଥିଲେ ବୋଲି ପଚାରିଥିଲେ। ମୁଁ ସେମାନଙ୍କୁ ସମସ୍ତ ତଥ୍ୟ ଦେଇଛି। ଜମି ବାବଦକୁ ସମସ୍ତ ଟଙ୍କା ମହାରାଜାଙ୍କୁ ଦେଇଛି ବୋଲି ଅଧିକାରୀଙ୍କୁ କହିଛି।”

ଆଗାମୀ ଦିନରେ ୪ ଜଣଙ୍କ ମୃତ୍ୟୁର କାରଣ ନେଇ ଚୂଡ଼ାନ୍ତ ମେଡ଼ିକାଲ ରିପୋର୍ଟ ମିଳିବା ପରେ ସ୍ଥାନୀୟ ଡାକ୍ତର, ସିଡିଏମ୍‌ଓ, ରାଜାଙ୍କ ସମ୍ପର୍କିୟ, କେତେକ ରାଜନୈତିକ ବ୍ୟକ୍ତି ବିଶେଷ ଓ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧିଙ୍କୁ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

ପାରଳାଖେମୁଣ୍ଡି ରାଜପ୍ରସାଦ ସମ୍ମୁଖରେ ରାଣୀଙ୍କ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଥିବା ବ୍ୟାନର ଲାଗିଥିଲା। ଏହି ବ୍ୟାନର ପ୍ରିଣ୍ଟ ଅଡର ଦେଇଥିବା ବ୍ୟକ୍ତିଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story