ଭଦ୍ରକ ଆସୁଛନ୍ତି ୨୦୦୦ ଅର୍ଦ୍ଧସାମରିକ ବଳ

ନୂଆଦିଲ୍ଲୀ: ଭଦ୍ରକରେ ଉପୁଜିଥିବା ଅଶାନ୍ତ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରରୁ ଆସୁଛନ୍ତି ୨୦୦୦ ଅର୍ଦ୍ଧସାମରିକବଳ। ଏନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ପକ୍ଷରୁ ଏହି ଅର୍ଦ୍ଧସାମରିକ ବଳ ପଠାଯାଇଛି। ଏବେବି ଭଦ୍ରକରେ କର୍ଫ୍ୟୁ ବଳବତ୍ତର ରହିଛି। ତେଣୁ ପରିସ୍ଥିତିର ସୁଧାର ପାଇଁ ଏହି ସୁରକ୍ଷାକର୍ମୀମାନେ ଆସୁଥିବା ଜଣାପଡ଼ିଛି।

paramilitiry

Rakesh Mallick
  • Published: Saturday, 08 April 2017
  • , Updated: 08 April 2017, 10:47 PM IST

Related story